ତବଲବାଞ୍ଜି ଗ୍ରାମବାସୀଙ୍କୁ ବିସ୍ଥାପନ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଉଦ୍ୟମ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ କୁମିଆପାଲି ପରେ ତବଲବାଞ୍ଜୀ ଗାଁ ପୁଣି ଚର୍ଚ୍ଚାରେ । ଗ୍ରାମବାସୀଙ୍କୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପୋଲିସ ଫୋର୍ସ ତଥା ବୁଲଡୋଜର ଧରି ମଙ୍ଗଳବାର ସକାଳେ ଗାଁରେ ପହଞ୍ଚିଥିଲା । ତେବେ ଉଚିତ୍ ଥଇଥାନ!-->…
Read More...
Read More...