Browsing Tag

loisinga news

ଲୋଇସିଂହା କଲେଜରେ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ତାରିଖରୁ ଛଅଦିନ ବ୍ୟାପୀ ଲୋଇସିଂହା କଲେଜରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । କଲେଜର "ଶକ୍ତିଶ୍ରୀ" ନାରୀ ସଶକ୍ତିକରଣ ସେଲ ଆନୁକୂଲ୍ୟରେ ଏହି ଶିବିରଟି ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ…
Read More...

ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ବଲାଙ୍ଗିର ବିଭାଗ, ନୂଆପଡ଼ା ବିଭାଗ ଓ ସୁବର୍ଣ୍ଣପୁର ବିଭାଗ ଅନ୍ତର୍ଗତ ବିଭିନ୍ନ…
Read More...

ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ବଲାଙ୍ଗିର ବିଭାଗ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବଂଶୀଧର କାଲସାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ବଲାଙ୍ଗିର ସହ ସମ୍ଭାଗ ସଂଯୋଜକ…
Read More...

ମରାମତି ଆଳରେ ମାରିନେଲେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ଏବଂ କର୍ମଚାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ବାସଭବନ ମରାମତି ତଥା ରକ୍ଷଣାବେକ୍ଷଣ ନାମରେ ଗତ ୨୦୨୨-୨୩ ରୁ ୨୦୨୫-୨୬ ଅର୍ଥାତ୍ ଚାରିବର୍ଷ ମଧ୍ୟରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ…
Read More...

ସ୍ୱାଧିନତା ଦିବସ ଅବସରରେ ଲୋଇସିଂହା ଷ୍ଟାଡିୟମ୍ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୮୦ ତମ ସ୍ୱାଧିନତା ଦିବସ ଅବସରରେ ଲୋଇସିଂହା ଜନ କଲ୍ୟାଣ ଯୁବ ସାମ୍ମୁଖ୍ୟ ଦ୍ୱାରା ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ । ଲୋଇସିଂହା ଓ ସଦାଇପାଲି ଦଳ ମଧ୍ୟରେ ହୋଇଥିବା ପ୍ରଥମ…
Read More...

ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଟାସିଂହା ଠାରେ ଶବ୍ଦନୃତ୍ୟ ଆଦିଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ତଥା ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…
Read More...

ଲୋଇସିଂହାରେ ତ୍ରିରଙ୍ଗା ଯାତ୍ରା ଉତ୍ସାହର ସହିତ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଲୋଇସିଂହା ବ୍ଲକ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରା ଲୋଇସିଂହା କଲେଜ ଛକ ଠାରୁ ବାହାରି ବ୍ଲକଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଅଗ୍ରସେନ ଭବନ…
Read More...

ସ୍ଥାନୀୟ ଅଞ୍ଚଳର ସାମୂହିକ ବିକାଶ ଓ କଲ୍ୟାଣ ପାଇଁ ଜଳେଶ୍ୱର ମହାଦେବଙ୍କ ପୂଜନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ୧୯୭୦ ମାଟ୍ରିକ ବ୍ୟାଚ୍‌ ପୁରାତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲା ଓ ରାଜ୍ୟର ସାମଗ୍ରିକ ଉନ୍ନତି ତଥା ସମସ୍ତଙ୍କ କଲ୍ୟାଣ ନିମିତ୍ତ ନିକଟସ୍ଥ ସାନଟିକା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ…
Read More...

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ : ସମାଜର ଏକତା ହେଲେ ଆଦିବାସୀଙ୍କ ବିକାଶ ହେବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘର ମିଳିତ ଆୟୋଜନରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ବେଶଭୂଷା, ଲୋକନୃତ୍ୟ, ବାଦ୍ୟଯନ୍ତ୍ର ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ପୂର୍ବକ…
Read More...

ସାଲେଭଟା ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଛନ୍ତି । ଅନ୍ୟଦେଶ ପର୍ଯ୍ୟନ୍ତ ଶ୍ରୀ ସାହୁ କଣ୍ଟାବାଞ୍ଜି ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ପ୍ରତ୍ୟହ ଉପସ୍ଥିତ…
Read More...