Browsing Tag

loisinga news

ଶିକ୍ଷକ ନିଯୁକ୍ତି ଦାବିରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା : ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ୍ ଏବଂ ଏମଇ ସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆ
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶାରେ ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିଜନଙ୍କ ମତାମତ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦେବୀପୁତ୍ର ମୁରଲୀ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ତଥା ଶାରଳା ସେବା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ତଥା ଦେବୀପୁତ୍ର ମୁରଲୀ ଭୋଇ ନିଜ ୫୪ ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଅବସରରେ ସ୍ଥାନୀୟ "ସୁର ସଙ୍ଗୀତ" ଅନୁଷ୍ଠାନ
Read More...

ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତର ବ୍ରାହ୍ମଣୀଡୁଙ୍ଗୁରି ଗ୍ରାମରେ ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଛି । ଅଭିଯୋଗ ମୁତାବକ, "ବିକଶିତ ଗାଁ, ବିକଶିତ ଓଡ଼ିଶା" ଯୋଜନାରେ ଗ୍ରାମର
Read More...

ସମାଜସେବୀ ଗୋଲକ ବିହାରୀ ପଟେଲଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର ବିଶିଷ୍ଠ ସମାଜସେବୀ ଗୋଲକ ବିହାରୀ ପଟେଲଙ୍କ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ କାରଣରୁ ଶଯ୍ୟାଶାୟୀ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ୮୧ ବର୍ଷ ବୟସ ହୋଇଥିଲା ।
Read More...

ହଜିଯାଇଛି ମହୁଲି ମଦର ବାସ୍ନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମଦମୃତ୍ୟୁକୁ ରୋକିବା ସହିତ ବିଷାକ୍ତ ମଦ ପ୍ରସ୍ତୁତିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଅବକାରୀ ଆଇନରେ ସଂଶୋଧନ ଆଣି କେତେକ ବଳିଷ୍ଠ ତଥା କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତଥାପି ଗାଁ ଗହଳିରେ ଚୋରା ଦେଶୀ ରନ୍ଧାମଦର ପ୍ରସାରକୁ ଅବକାରୀ ବିଭାଗ
Read More...

ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଓ କବିତା ପାଠ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ଶବ୍ଦନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି
Read More...

ପିସିଓ ଚୌକି ମୋହରେ ବାବୁ ଠିକାଦାର ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସକାଶେ ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ତିନିବର୍ଷ କାର୍ଯ୍ୟକରିବା ପରେ ଅନ୍ୟତ୍ର ବଦଳି କରିବା ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଏହି ନିୟମ କାମକରୁ ନାହିଁ
Read More...

ଗଛ ସର୍ଭେ ଆଳରେ ମାଇନିଙ୍ଗ ସର୍ଭେ ପାଇଁ ଯାଇଥିବା ଟିମକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଏର ସୁକତେଲ ପ୍ରକଳ୍ପ ପରେ ମାଙ୍ଗାନିଜ ଖଣି ପ୍ରକଳ୍ପ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଯୋଗୁଁ ଲୋଇସିଂହା ବ୍ଲକବାସୀଙ୍କୁ ବିସ୍ଥାପନର ଚିନ୍ତା ଘାରିଛି । ବ୍ଲକ ଅନ୍ତର୍ଗତ ବାନିପାଲି ଅଞ୍ଚଳକୁ ଗଛ ଗଣତି ପାଇଁ ଯାଇଥିବା ସର୍ବେକ୍ଷଣ ଟିମକୁ
Read More...

‘ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା’ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଳା ଓ କୁସମେଲ ମଣ୍ଡଳ ଠାରେ ମଣ୍ଡଳ ସ୍ତରୀୟ 'ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସ୍ଥାନୀୟ ଅଞ୍ଚଳର ମା'ମାନେ ଉପସ୍ଥିତ ରହି 'ନାରୀ ଶକ୍ତି ବନ୍ଦନ ଅଧିନିୟମକୁ
Read More...