Browsing Tag

loisinga news

ନଅଗାଁ (ଖ) ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଟମଙ୍ଗଳା ଦେବୀଙ୍କ ସନ୍ନିକଟ ତେତେଲଦାଦର ଠାରେ କରନ, ଜାମ, ବିଜା ପ୍ରଭୃତି ପ୍ରାୟ ୫ ଶହ ଚାରା ରୋପଣ କରାଯାଇଥିଲା ।
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଲୋଇସିଂହାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍‌ ଶିଶୁ ବର୍ଗର ୨୫୭ଟି ପ୍ରକଳ୍ପ, ଶିଶୁ ବର୍ଗର ୨୮ଟି ଓ ବାଳବର୍ଗର ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ
Read More...

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ସୁଶାନ୍ତ ସିଂଙ୍କ ବିୟୋଗରେ ଆଗଲପୁର ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ତଥା ଶୋକସଭା ରୁଗଡିଖାଲ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଜେଡି
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଯୋଗୀସର୍ଡା ସେକ୍ଟର ସ୍ତରୀୟ ଆଶା ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ପ୍ରବଳ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ତଥା ପ୍ରାଥମିକ ରୋଗ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ । ଗାଁ କଲ୍ୟାଣ ସମିତିର ସକ୍ରିୟ ସହଯୋଗ ଏଥିପାଇଁ ଅତ୍ୟନ୍ତ ଜରୁରୀ ।
Read More...

ପ୍ରବଳ ବର୍ଷା ଯୋଗୁଁ ଉପରବାହାଲ- ରେଙ୍ଗାଲି ରାସ୍ତା ବିଚ୍ଛିନ୍ନ, ସରଗାଡ ଓ ସାନଝାଙ୍କରପାଲି ଗ୍ରାମର ୧୫ ପରିବାର…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବ୍ଲକର ଉପରବାହାଲ ଠାରୁ ରେଙ୍ଗାଲିକୁ ଥିବା ପିଡବ୍ଲୁଡ଼ି ରାସ୍ତାର ଜାମଜୁରି ଗ୍ରାମ ନିକଟରେ ରାସ୍ତା ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ
Read More...

ଲୋଇସିଂହାରେ ଓବିସି ମଞ୍ଚର ବୈଠକ : ମଣ୍ଡଳ କମିଶନ କାର୍ଯ୍ୟାନ୍ୱୟନ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଲୋଇସିଂହା ସ୍ଥିତ ନାଇସ କମ୍ପ୍ୟୁଟର ଏଜୁକେଶନ ସେଣ୍ଟର ଠାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୋଇସିଂହା, ଆଗଲପୁର ଓ
Read More...

ଲୋଇସିଂହା ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧାରଣ ତଥା ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ମାସ ପରେ ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ନବ ଗଠିତ ଲୋଇସିଂହା
Read More...

ବେଥାନୀ କନଭେଣ୍ଟ୍ ସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ସ୍କୁଲ ପ୍ରିନ୍‌ସିପାଲ ସିଷ୍ଟର ବୀନା ଜନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ଉପରେ ବକ୍ତବ୍ୟ
Read More...

ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୋଲିସ ଅଧିକାରୀ ଜଗା ବରିହାଙ୍କୁ ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ପୈତୃକ ବାସଭବନରେ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ବରିହା ୧୯୮୭ ମସିହାରେ କନେଷ୍ଟବଳ ଭାବେ ଓଡ଼ିଶା ପୋଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ବଲାଙ୍ଗିର
Read More...

ବର୍ଷାଋତୁ ପୂର୍ବରୁ ବାଲି ମାଫିଆ ସକ୍ରିୟ : ବେଧଡକ ଚାଲିଛି ବାଲି ଚାଲାଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ସୁକତେଲ ଓ ଅଙ୍ଗନଦୀରେ ବେଆଇନ ବାଲି ଉତ୍ତୋଳନ ଏବଂ ଚାଲାଣ ଦିନକୁ ଦିନ ବଢ଼ୁଥିବା ଅଭିଯୋଗ ଉଠିଛି । ଖଣି ବିଭାଗ ସବୁ ଜାଣି ମଧ୍ୟ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବାଲି ମାଫିଆମାନେ ନିର୍ଭୟରେ ନଦୀଶଯ୍ୟାରୁ ବାଲି ଉଠାଇ
Read More...