Browsing Tag

loisinga news

ନମାମି ଭାରତମ୍ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ ଗାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ଵାରା ପରିଚାଳିତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନମାମି ଭାରତମ୍ କାର୍ଯ୍ୟକ୍ରମରେ ସାମୁହିକ ବନ୍ଦେ ମାତରମ୍‌ ଗାନ ସାରା ଭାରତରେ ଏକ ସମୟରେ ଏକ ତାଳରେ ଏକ ଲୟରେ ଗାନ କରାଯିବା ଅବସରରେ…
Read More...

ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୀଠରେ ଷୋହଳ ପୂଜା ହେବା ସହିତ ମା'ଙ୍କ ବିଭିନ୍ନ ବେଶ କରାଯିବ…
Read More...

ଠକେଇ ଅଭିଯୋଗ : ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାର ଦ୍ୱାରସ୍ଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାମୀଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲେ ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ସଦର ଥାନାରେ । ଲୋଇସିଂହା ନିବାସୀ ଜ୍ୟୋତି ଅଗ୍ରୱାଲ ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ୨୦୨୨ ମଇ ୨୧ରେ ସେ ଦୁର୍ଘଟଣା ଗ୍ରସ୍ତ…
Read More...

ଯୋଗୀସର୍ଡାରେ ସାମୁହିକ ନୂଆଁଖାଇ ପାଳନ

ଲୋଇସିଂହା, (ବିମଳେଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ଗୌନ୍ତିଆ ବଂଶର ୨୧ଟି ପରିବାର ସାମୁହିକ ଭାବେ ଆଜି ନୂଆଖାଇ ପାଳନ କରିଛନ୍ତି । ଚଳିତ ନୂଆଁଖାଇ ଲଗ୍ନରେ ଉପରୋକ୍ତ ବଂଶର ମୃତାହ କାର୍ଯ୍ୟ ଥିବାରୁ ସେମାନେ ନୂଆଁଖାଇ ପାଳନ କରିବାରୁ ବଞ୍ଚିତ ଥିଲେ । ଗ୍ରାମର ସ୍ଵର୍ଗତ…
Read More...

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନବସାକ୍ଷରଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବ୍ଲକର ସମସ୍ତ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଚିହ୍ନଟ କରାଯାଇଥିବା ନବସାକ୍ଷରଙ୍କ ମଧ୍ୟରୁ ପ୍ରଥମ…
Read More...

ବଲାଙ୍ଗିର ଜିଲ୍ଲା ଭାଜପାରେ ଫାଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ଅସନ୍ତୋଷ ତଥା ଦଳୀୟ କନ୍ଦଳ ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ଗୋଟିଏ ଦିନରେ ଦୁଇଟି ଜାଗାରେ ସମାନ୍ତରାଳ ଭାବେ ସରକାରୀ ଦଳ ବିଜେପିର "ନୂଆଁଖାଇ ଭେଟଘାଟ" ହୋଇଥିବା ଏହି ଚର୍ଚ୍ଚାକୁ ଆହୁରି…
Read More...

ଲୋଇସିଂହା ବ୍ଲକ୍ କଳାକାର ସଂଘର ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ ପରିସରରେ ବ୍ଲକ କଳାକାର ସଂଘର ସଭାପତି ସରୋଜ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂମ୍ପାଦକ ବ୍ରଜ ମୋହନ ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଫିରୋଜ ଦାସ୍ ଗତବର୍ଷର…
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରବିବାର ଠାରୁ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ଫିତା କାଟି…
Read More...

ଭଣ୍ଡ ବାବା ଓ ମାତାଙ୍କୁ ନେଇ ଝାମେଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସଦର ଥାନା ତଥା ଲୋଇସିଂହା ବ୍ଲକ ସାଧୂପାଲି ଗ୍ରାମରେ ଗଣେଶ ପୂଜା ଭସାଣୀକୁ ନେଇ ଗଣ୍ଡଗୋଳ ଘଟଣା ଥମି ନ ଥିବା ବେଳେ ଗଣେଶ ପୂଜାକୁ ନେଇ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ବଡଟିକା ଗ୍ରାମରେ । ବଡଟିକା ଗ୍ରାମରେ ଗଣେଶ…
Read More...

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ

ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା ଲୋଇସିଂହା. (କେପିଏନ୍‌ଏସ୍‌) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ…
Read More...