Browsing Tag

loisinga news

ପମ୍ପ ଡ୍ରାଇଭର ଓ ଏସିଏମଙ୍କୁ ପ୍ରାପ୍ୟ ପ୍ରଦାନ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନବଗଠିତ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ବୁର୍ଡା ଓ ଲୋଇସିଂହା ଗ୍ରାମ ପଞ୍ଚାୟତରେ ପାନୀୟ ଜଳଯୋଗାଣ ତଥା ନଳକୂପ ମରାମତି ଦାୟିତ୍ୱରେ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନେ ଗତ ଏପ୍ରିଲ ମାସରୁ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ
Read More...

ବଲାଙ୍ଗିର ଜିଲ୍ଲା ସିନିୟର୍ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ତେତେଲଖୁଣ୍ଟି ବିଜୟୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଏଥଲେଟିକ୍‌ ଏସୋସିଏସନ ତରଫରୁ ୧୨ ତାରିଖ ପର୍ଯ୍ୟନ୍ତ ସିନିୟର୍ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଲୋଇସିଂହା ଷ୍ଟାଡିୟମ୍ ଠାରେ ପୁଲ୍ ୨, ଗ୍ରୁପ ଜିର ପ୍ରଥମ ମ୍ୟାଚ ତେତେଲଖୁଣ୍ଟି ଓ ଫାସଡ ମଧ୍ୟରେ
Read More...

ଲୋଇସିଂହା ବ୍ଲକ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ୱେଛାସେବୀ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ୱେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ଲକସ୍ତରୀୟ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା
Read More...

ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ରେମ ସାଗର’ ଉନ୍ମୋଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତାଜ୍ ସୁର ସଂଗମ ପ୍ରଯୋଜିତ ତଥା ନିସାର ଅହମ୍ମଦ ନିସାରଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର "ପ୍ରେମ ସାଗର" ଲୋଇସିଂହା ବ୍ଲକ କନଫରେନ୍ସ ହଲ ଠାରେ ଉନ୍ମୋଚିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଉପରବାହାଲ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଉପରବାହାଲ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ବୃହତ୍ ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । "ଡିବିରି" ଟ୍ରଷ୍ଟ ଆନୁକୂଲ୍ୟରେ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର
Read More...

ଲୋଇସିଂହା କଲେଜରେ “ପୋଷ- ଆକ୍ଟ” ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟର "ଶକ୍ତିଶ୍ରୀ" ସେଲ ଆନୁକୂଲ୍ୟରେ "ପୋଷ- ଆକ୍ଟ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର
Read More...

ପଣ୍ଡରାଣୀ ଗ୍ରାମରେ ଝୁଲଣ ଯାତ୍ରା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମରେ ଅଭିରାମ ଭକ୍ର ଗୋଷ୍ଠୀ ଆନୁକୂଲ୍ୟରେ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ଅଭିରାମ ଆଶ୍ରମ ପରିସରରେ ପ୍ରତ୍ୟହ ସନ୍ଧ୍ୟାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ନୀତିପୂଜା ସହ ଭଜନ ସଙ୍କୀର୍ତ୍ତନ
Read More...

ଲୋଇସିଂହା କଲେଜରେ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ତାରିଖରୁ ଛଅଦିନ ବ୍ୟାପୀ ଲୋଇସିଂହା କଲେଜରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । କଲେଜର "ଶକ୍ତିଶ୍ରୀ" ନାରୀ ସଶକ୍ତିକରଣ ସେଲ ଆନୁକୂଲ୍ୟରେ ଏହି ଶିବିରଟି ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ
Read More...

ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ବଲାଙ୍ଗିର ବିଭାଗ, ନୂଆପଡ଼ା ବିଭାଗ ଓ ସୁବର୍ଣ୍ଣପୁର ବିଭାଗ ଅନ୍ତର୍ଗତ ବିଭିନ୍ନ
Read More...

ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ବଲାଙ୍ଗିର ବିଭାଗ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବଂଶୀଧର କାଲସାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ବଲାଙ୍ଗିର ସହ ସମ୍ଭାଗ ସଂଯୋଜକ
Read More...