ଲୋଇସିଂହା ରେଳଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ରେଳ ସୁରକ୍ଷା ବଳ ଓ ଲୋଇସିଂହା ଅବକାରୀ ବିଭାଗ ମିଳିତ ଭାବେ ଲୋଇସିଂହା ରେଳଷ୍ଟେସନ ଠାରେ ଚଢ଼ାଉ କରି ୧୨ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ଏଥି ସହିତ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବିହାର ରାଜ୍ୟ ପଶ୍ଚିମ ଚମ୍ପାରଣ!-->…
Read More...
Read More...