Browsing Tag

loisinga news

ଯୋଗୀସର୍ଡାରେ ସାମୁହିକ ନୂଆଁଖାଇ ପାଳନ

ଲୋଇସିଂହା, (ବିମଳେଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ଗୌନ୍ତିଆ ବଂଶର ୨୧ଟି ପରିବାର ସାମୁହିକ ଭାବେ ଆଜି ନୂଆଖାଇ ପାଳନ କରିଛନ୍ତି । ଚଳିତ ନୂଆଁଖାଇ ଲଗ୍ନରେ ଉପରୋକ୍ତ ବଂଶର ମୃତାହ କାର୍ଯ୍ୟ ଥିବାରୁ ସେମାନେ ନୂଆଁଖାଇ ପାଳନ କରିବାରୁ ବଞ୍ଚିତ ଥିଲେ । ଗ୍ରାମର ସ୍ଵର୍ଗତ
Read More...

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନବସାକ୍ଷରଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବ୍ଲକର ସମସ୍ତ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଚିହ୍ନଟ କରାଯାଇଥିବା ନବସାକ୍ଷରଙ୍କ ମଧ୍ୟରୁ ପ୍ରଥମ
Read More...

ବଲାଙ୍ଗିର ଜିଲ୍ଲା ଭାଜପାରେ ଫାଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ଅସନ୍ତୋଷ ତଥା ଦଳୀୟ କନ୍ଦଳ ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ଗୋଟିଏ ଦିନରେ ଦୁଇଟି ଜାଗାରେ ସମାନ୍ତରାଳ ଭାବେ ସରକାରୀ ଦଳ ବିଜେପିର "ନୂଆଁଖାଇ ଭେଟଘାଟ" ହୋଇଥିବା ଏହି ଚର୍ଚ୍ଚାକୁ ଆହୁରି
Read More...

ଲୋଇସିଂହା ବ୍ଲକ୍ କଳାକାର ସଂଘର ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ ପରିସରରେ ବ୍ଲକ କଳାକାର ସଂଘର ସଭାପତି ସରୋଜ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂମ୍ପାଦକ ବ୍ରଜ ମୋହନ ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଫିରୋଜ ଦାସ୍ ଗତବର୍ଷର
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରବିବାର ଠାରୁ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ଫିତା କାଟି
Read More...

ଭଣ୍ଡ ବାବା ଓ ମାତାଙ୍କୁ ନେଇ ଝାମେଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସଦର ଥାନା ତଥା ଲୋଇସିଂହା ବ୍ଲକ ସାଧୂପାଲି ଗ୍ରାମରେ ଗଣେଶ ପୂଜା ଭସାଣୀକୁ ନେଇ ଗଣ୍ଡଗୋଳ ଘଟଣା ଥମି ନ ଥିବା ବେଳେ ଗଣେଶ ପୂଜାକୁ ନେଇ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ବଡଟିକା ଗ୍ରାମରେ । ବଡଟିକା ଗ୍ରାମରେ ଗଣେଶ
Read More...

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ

ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା ଲୋଇସିଂହା. (କେପିଏନ୍‌ଏସ୍‌) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ
Read More...

ଜଳେଶ୍ୱର ପୀଠ ସାନଟିକାରେ ନୂଆଁଖାଇ ଭେଟ : ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଜଳେଶ୍ୱର ଶୈବପୀଠ ସାନଟିକାରେ ଆଜାଦ ୟୁଥ କ୍ଲବ ଏବଂ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ, ସଚ୍ଚିଦାନନ୍ଦ ପଧାନ,
Read More...

ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜ୍ଞାନର ଆଲୋକକୁ ସନ୍ଧାନ କରିବା ପାଇଁ ପାଠ ପଢ଼ିବା ସହିତ ନିଜକୁ ଦୀପଶିଖା ଭାବେ ଜାଳିବାକୁ ହେବ । ଆଦର୍ଶ ବିଦ୍ୟାଳୟର ଆଦର୍ଶ ବିଦ୍ୟାର୍ଥୀ ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢି ତୋଳିବାକୁ ଲୋଇସିଂହା ସ୍ଥିତ ଓଡ଼ିଶା ଆଦର୍ଶ
Read More...

ଲୋଇସିଂହା ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଓ ଚଳିତ ଦୁର୍ଗାପୂଜା ପରିଚଳନା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ବରିଷ୍ଠ ସଦସ୍ୟ ବିଭୂତି ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
Read More...