ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଦୁଇ ବର୍ଷ ମଧ୍ୟରେ କେହି ଜଣେ ଛାତ୍ରଛାତ୍ରୀ ପାଇ ନାହାନ୍ତି ଏ – ୧ ଗ୍ରେଡ଼
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଏହି ଫଳରୁ ଜଣାପଡିଛି ଯେ ଏଥର ଖପ୍ରାଖୋଲ ବ୍ଲକର ୨୩ଟି ବିଦ୍ୟାଳୟରେ ମୋଟ ୧୪୭୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୪୨୫ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ୫୩ ଜଣ ଫେଲ କରିଥିବା!-->…
Read More...
Read More...