Browsing Tag

khaprakhol news

ଖପ୍ରାଖୋଲରେ ଭାରତୀୟ ଜନତା ପାର୍ଟି ତରଫରୁ ୧୨ ଘଣ୍ଟା ବନ୍ଦ ପାଳନ

ଖପ୍ରାଖୋଲ, (ଅଶୋକ ବାଗ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଖୁଲାସା ହେବାପରେ, ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ଦୋଷୀ ମାନଙ୍କୁ ଦଣ୍ଡିତ କରିବା ଦାବୀରେ ଆଜି ସମଗ୍ର ବଲାଙ୍ଗିର ଜିଲ୍ଲା ୧୨ ଘଣ୍ଟା ବନ୍ଦ ରହିଥିବା ବେଳେ ଏହାର ପ୍ରଭାବରେ ଖପ୍ରାଖୋଲ
Read More...

ନକଲି ମାଓବାଦୀ ସାଜି ପାଞ୍ଚଲକ୍ଷ ଟଙ୍କା ବଟି ମାଗି ଧରାପଡିଲେ ଦୁଇ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ ବାଗ ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ଭାବରେ ଜଣା ଶୁଣା । ଏହି ଅଞ୍ଚଳରେ ମଝିରେ ମଝିରେ ମାଓବାଦୀ ନିଜର ଗତିବିଧି ଜାହିର କରୁଥିବା ବେଳେ ସରକାର ମଧ୍ୟ ମାଓ ଦମନ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତ କିଛି ଦିନ
Read More...

ଦାଦନ ଶ୍ରମିକ ଉଦ୍ଧାର : ଦାଦନ ଚାଲାଣକାରୀଙ୍କୁ ଖପ୍ରାଖୋଲ ପୋଲିସ ଦ୍ୱାରା କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୋଲିସ ଆଜି ସକାଳୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଏଏସ୍‌ଆଇ ଶେବନ କେରକେଟା, ହାବିଲଦାର ଏସ୍‌କେ
Read More...

ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସମ୍ପାଦିକା ବିଜେଡିରେ ସାମିଲ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଧାନସଭାରେ ବି.ଜେ.ଡି ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ଜନହିତକର ଯୋଜନା ଏବଂ ଆଦର୍ଶରେ ଅନୁପ୍ରାଣିତ
Read More...

କୋଭିଡ-୧୯ ପାଇଁ ପୁଣି ଫିକା ପଡିଲା ଦୁର୍ଗାପୂଜା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମରେ ଆଜି ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ମାଁ ମୃଣ୍ମୟୀ ଦେବୀଙ୍କ ମହାଶପ୍ତମୀ ପୂଜାରେ କର୍ତ୍ତା ଭାବେ ଖପ୍ରାଖୋଲ ଗ୍ରାମର ଛାୟାକାନ୍ତ ବାରିକ ଓ ତାଙ୍କ ଧର୍ମପତ୍ନୀ ରୁବି ବାରିକ ଦାୟିତ୍ୱ ତୁଲାଉଛନ୍ତି । ସବୁ
Read More...

ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଖପ୍ରାଖୋଲ ଥାନା
Read More...

ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କଲା ଲାଠୋର ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗର କର୍ମଚାରୀମାନେ ହରିଶଙ୍କର ରେଞ୍ଜ ଏରିଆରୁ ଗୋଟିଏ ବଜ୍ରକାପ୍ତା (ଇଣ୍ଡିଆନ ପେଙ୍ଗୋଲିନ) ଚୋରା ଚାଲାଣ ହେଉଥିବା ନେଇ ଦୁଇଜଣ ବଣ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଫେରାର ମାରିଛି
Read More...

ଖପ୍ରାଖୋଲ ପୋଲିସକୁ ମିଳିଲା ବଡ ସଫଳତା : ବାଇକ ଚୋର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, କଫସିରଫ ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା, କିନ୍ତୁ ରମାକାନ୍ତ ସାହୁ ଯେଉଁ ଦିନଠୁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେଲେ ସେହି ଦିନଠୁଁ ଖପ୍ରାଖୋଲ ଥାନା
Read More...

ପ୍ରଧାନ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଆଣିଲେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ପଡ଼ିଆବାହାଲ ଗ୍ରାମରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଧାରଣାରେ ବସିଛନ୍ତି, ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷକ ଅଶୋକ
Read More...

ଚଚରାଭଟା ଗ୍ରାମରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ ) : ମନରେଗା ଯୋଜନା ହେଉଛି ବିଶ୍ୱର ସର୍ବବୃହତ ମଜୁରୀ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଏହା ଗ୍ରାମାଞ୍ଚଳରେ ପରିବାରର ଜୀବିକା ସୁରକ୍ଷାକୁ ଲକ୍ଷ୍ୟ ରଖିଛି । କିନ୍ତୁ କିଛି ସରକାରୀ କର୍ମଚାରୀ ଏବଂ କଣ୍ଟ୍ରାକ୍ଟରଙ୍କ ସହାଭାଗିତାରୁ ମନରେଗା ଯୋଜନା ବଦନାମ ହେଉଛି । ତାର
Read More...