Browsing Tag

khaprakhol news

ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲାଠୋର ଗ୍ରାମପଞ୍ଚାୟତ ତରଫରୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ସଭାଗୃହରେ ବିଡ଼ିଓ ତରଣୀ ସୁନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ଗ୍ରାମପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ହୋଇ
Read More...

ସାମ୍ବାଦିକ ବସନ୍ତ ମେହେରଙ୍କ ମାତୃ ବିୟୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳର ସାମ୍ବାଦିକ ବସନ୍ତ ମେହେରଙ୍କ ମା' କୌଶଲ୍ୟା ମେହେର ଦୀର୍ଘ ତିନି ବର୍ଷ ପୂର୍ବେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଓ ଗତ ଚାରି ଦିନ ତଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍‌ଙ୍କୁ ପ୍ରଥମେ ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ
Read More...

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ରାଧେଶ୍ୟାମ ସାହୁ ପିତା କୈଳାସ ସାହୁଙ୍କ ଘରେ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା । ଏହି ସମୟରେ ରାଧେଶ୍ୟାମ ଘରେ ନଥିଲେ ସେ ନିଜ ଶ୍ଵଶୁର ଘର କନ୍ଦାଗାଡକୁ ଯାଇଥିଲେ । ରାଧେଶ୍ୟାମଙ୍କ ଘରେ
Read More...

ଧଣ୍ଡାମୁଣ୍ଡା ଛକରେ କାର୍ ସହ କୋରେକ୍ସ ଜବତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ଅଞ୍ଚଳରେ ନିଶା ବେପାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଅଞ୍ଚଳର ଗରିବ ଶ୍ରେଣୀର ତଥା ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରାଇ ନିଜ ବେପାର ଚଲାଇଛନ୍ତି । ବାରମ୍ବାର ପୋଲିସ ହାତରେ ଧରାପଡିଲେ ମଧ୍ୟ ନିଜର ବେପାର ବନ୍ଦ
Read More...

ପାଣି ପାଇଁ ହନ୍ତସନ୍ତ ଜଲପାଙ୍କେଲ ଗ୍ରାମର କଲେଜ ଛକ ପଡ଼ାବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ୍ ଗ୍ରାମର କଲେଜ ଛକ ପଡାରେ ୫୦ରୁ ଅଧିକ ପରିବାର ବାସ କରୁଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଏକ ନଳକୂପ ଅଛି । ନଳକୂପଟି ୭ ମାସ ହେଲା ଅଚଳ ହୋଇ ପଡ଼ିଛି । ଗ୍ରାମରେ ବସୁଧା ଯୋଜନା କାର୍ୟ୍ୟକାରୀ ହେଉଛି ।
Read More...

କରୋନା କାଳର କରୁଣ ସ୍ଥିତି : ସଂକ୍ରମଣକୁ ଭୟ କରି ପାଖ ମାଡିଲେନି ସାହି ପଡିଶା, ସାଇକେଲରେ ବୁହାହେଲା ଶବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ହେଲା ଜ୍ବରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା
Read More...

ବୁଇ ପୁଞ୍ଜିଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର ଖଣ୍ଡିଏ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟ ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀ, ଦଲାଲ, କୁଜିନେତାଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା । ଥିଲାବାଲେ ହାତ ଗୁଞ୍ଜା ଦେଇ ପ୍ରକୃତ ହିତାଧିକାରୀଙ୍କ
Read More...

ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଲାଠୋର ପୋଲିସ । ଯୁବକ ଜଣକ ନୂଆପଡା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଭାଗ୍ୟବନ୍ତ ପରାଭୁଏ (୩୫)ବୋଲି ଜଣାପଡିଛି । ତାଙ୍କ ଘରେ ଏବେ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଲାଠୋର ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଅଞ୍ଚଳ ଗସ୍ତ କରିଛନ୍ତି ।ତାଙ୍କ ସହିତ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ତହସିଲଦାର ଧୀରଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସୋମ୍ୟକୁମାର ଜୟପୁରିଆ, ବିଭିନ୍ନ ବିଭାଗର ଅଧିକାରୀ ପରିଦର୍ଶନରେ ସାମିଲ ଥିଲେ । ସର୍ବ
Read More...

ମୋତିଲାଲ ତାଣ୍ଡିଙ୍କୁ ନ୍ୟାୟ ଦାବୀରେ ବ୍ୟାଙ୍କ ଘେରାଉ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖାରେ ଉକ୍ତ ଗାଁର ମୋତିଲାଲ ତାଣ୍ଡି ୧୦/୦୭/୨୦୧୪ ଠାରୁ ୨୦୧୮ ବର୍ଷ ପର୍ୟ୍ୟନ୍ତ ଧରି ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ କାର୍ୟ୍ୟ କରି ଆସୁଥିଲେ । ହେଲେ ୨୦୧୮ ମସିହାରେ ତାଙ୍କୁ ବିନା କାରଣ
Read More...