ହରିଶଙ୍କର ଅଞ୍ଚଳରେ ବୁଲୁଛି ଚିତା ବାଘ : ଦୁଇ ହରିଣ ମୃତ, ବାଘ ଆକ୍ରମଣରେ ମରିଥିବା ଆଶଙ୍କା
ଖପ୍ରାଖୋଲ, (କେପିଏନ୍ଏସ୍) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ମନ୍ଦିର ଆଖପାଖ ଅଞ୍ଚଳରେ ଗୋଟିଏ ଚିତାବାଘ ବୁଲୁଥିବା ଜଣାପଡିଛି । ନିକଟରେ ଗନ୍ଧମାର୍ଦନ ପର୍ବତ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ବାଘଟି ଜଙ୍ଗଲରୁ ପଳେଇ ଆସିଥିବା ଅନୁମାନ କରାଯାଉଛି । ବାଘ ବୁଲୁଥିବା!-->…
Read More...
Read More...