Browsing Tag

khaprakhol news

ଖପ୍ରାଖୋଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଙ୍ଗନୱାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ସାମ୍ନାରେ କିଛି ବର୍ଷ ଧରି ଅଳିଆ ଗଦା ରହିଛି, କିନ୍ତୁ ପ୍ରଶାସନ ଅନ୍ଧ ଭାବରେ ଚୁପ ରହିଛି, ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନରେ ନିୟୋଜିତ ଅଛନ୍ତି କିପରି
Read More...

ଖପ୍ରାଖୋଲ ଠାରେ ମାଗଣା କୀଟନାଶକ ଶିବିର ଆୟୋଜିତ

ଖପ୍ରାଖୋଲ, (ଅଶୋକ ବାଗ) : ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପ୍ରାଣୀ ସମ୍ପଦ ବିକାଶ, ଖପ୍ରାଖୋଲ ତରଫରୁ ମାଗଣା କୀଟନାଶକ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖପ୍ରାଖୋଲ, ମହୁରୁଣ୍ଡି, ଘୁନଶର, କପସିପାଲି, ଏବଂ ବଡ଼ଗୁର୍ଜିଭଟା ଗ୍ରାମର କୃଷକ ମାନେ ଯୋଗ
Read More...

ନିମ୍ନମାନର ଉନ୍ନୟନମୂଳକ କାର୍ଯ୍ୟରେ ଅତିଷ୍ଟ ଘୁଚାପାଲି ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟରେ ଭିର୍ତ୍ତିଭୂମି ବିକାଶ ତଥା ରାସ୍ତା ନିର୍ମାଣ ପାଇଁ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତଥାପି କିଛି ସମ୍ପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବେଆଇନ କାମ ଯୋଗୁଁ ଲୋକମାନେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି
Read More...

ବ୍ରିଜ ତଳକୁ ଖସିଗଲା ବାଇକ୍ : ବାଇକ୍ ଚାଳକଙ୍କ ଚାଲିଗଲା ପ୍ରାଣ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଧୀନରେ ଥିବା ତେଲେନପାଲି ଓ ଯମୁନାପାଲି ମଝିରେ ଏକ ପୋଲ ତଳକୁ ବାଇକ ଖସିଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖୁରିପାଣି ଗ୍ରାମର ଧୁବଲେ ମାଝୀଙ୍କ ପୁଅ ଅଚ୍ୟୁତ ମାଝୀ (୨୪) ଶନିବାର ଦିନ ସନ୍ଧ୍ୟା
Read More...

ନୃଶଂସ ହତ୍ୟାକାଣ୍ଡ : ଦିଅର ହାତରେ ଭାଉଜର ପ୍ରାଣ ଗଲା

ଲାଠୋର, (କେପିଏନଏସ) : ଏକ ନୃଶଂସ ହତ୍ୟାକାଣ୍ଡର ଖବର ଆସିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଲାଠୋର ଥାନା ଅନ୍ତର୍ଗତ ସାହାଜପାଣି ଗାଁର ଅନୀଲ ମେହେର ନିଜ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭାଉଜଙ୍କୁ ପାଟଣାଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର
Read More...

ପ୍ରତିଯୋଗୀ ଚୟନ ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ଆଲୋଚନା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଘମୁଣ୍ଡ କେନ୍ଦ୍ରର ସିଆର ସିସି ବନମାଳୀ ସାହୁଙ୍କ ସଂଯୋଜନାରେ କେନ୍ଦ୍ରୀୟ ପ୍ରୋସେସର ଅନ୍‌ଲାଇନ୍‌ ମାଧ୍ୟମରେ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ସମସ୍ତ ସିଆରସିସି,
Read More...

ଗଛ ଲଗାଇଲେ ସଚେତନ ନାଗରିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତ ଅଞ୍ଚଳର କିଛି ସଚେତନ ନାଗରିକ ପାଣ୍ଡେସରା ଗ୍ରାମରେ ଥିବା ଛୋଟ ପାହାଡରେ ଆଜି କିଛି ଗଛ ଲଗାଇବା ସହିତ ୫୦୦ଟି ବିଭିନ୍ନ ପ୍ରକାର ମଞ୍ଜି( ନିମ୍ବ, ଆମ୍ବ, ଜାମୁକୋଳି, ତେନ୍ତୁଳି) ପୋତିଛନ୍ତି । ଏବେ ବର୍ଷା ସମୟ
Read More...

ଶିକ୍ଷା ଦେଉଥିବା ବ୍ୟକ୍ତିମାନେ ଭୁଲିଲେ କୋଭିଡ ନିୟମ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପ୍ରଶାସନିକ ଅଧିକାରୀଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଭୁଲିଗଲେ କରୋନା କଟକଣା । କରୋନା କଟକଣା ସମୟରେ ଖପ୍ରାଖୋଲ ବ୍ଲକର ସାମ୍ବାଦିକମାନେ ଖପ୍ରାଖୋଲ ବ୍ଲକରେ କାର୍ୟ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ମାନୀତ କରିବା ସହିତ ବିଡ଼ିଓ ତରଣୀ
Read More...

ଘର ପୋଡ଼ି ଘଟଣାରେ ଟିଏଲ୍‌ଏସ୍‌ଏ ଚେୟାରମେନଙ୍କ ଲାଠୋର ପରିଦର୍ଶନ

ଖପ୍ରାାଖୋଲ, (କ୍ରିଷ୍ଣା ସେଠୀ) : ୨୦୧୨ରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ନିୟମ ସେବା, ପାଟଣାଗଡ଼ର ଚେୟାରମ୍ୟାନ, ଲାଠୋର ଘର ପୋଡ଼ିର ସବିଶେଷ ଆଇନ ସହାୟତା ବିଷୟରେ ଅଧିକ ସୂଚନା ପାଇଁ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଲାଠୋର ଗ୍ରାମର ଜୟ ଭୀମ କଲୋନୀକୁ
Read More...

ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲାଠୋର ଗ୍ରାମପଞ୍ଚାୟତ ତରଫରୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ସଭାଗୃହରେ ବିଡ଼ିଓ ତରଣୀ ସୁନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ଗ୍ରାମପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ହୋଇ
Read More...