Browsing Tag

khaprakhol news

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା : ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ସରକାର ସବୁବେଳେ ଶିଶୁ ଓ ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପ୍ରକାର ଯୋଜନା ଆଣିଛନ୍ତି । କିନ୍ତୁ ସରକାରଙ୍କ ସବୁ ଯୋଜନା ଖପ୍ରାଖୋଲ ଅଂଚଳରେ ଫେଲ୍‌ ମାରିଥିବା ନଜରକୁ ଆସିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର କେନ୍ଦ୍ର ସ୍ଥଳରେ ଖପ୍ରାଖୋଲ ଗୋଷ୍ଠୀ
Read More...

ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଏକ ବଜ୍ରକାପ୍ତା ଖପ୍ରାଖୋଲ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖୁରୀପାଣି ଗ୍ରାମର ବେନାର ସିଂ ବରିହା
Read More...

ଭାନପୁରରେ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ପଞ୍ଚାୟତ ଛକଠାରେ ଭାରତ ରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିବା
Read More...

ବଲାଙ୍ଗିର ଲୋକସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁକୁ ଶନିବାର ଓ ରବିବାର ଦୁଇଦିନିଆ ଗସ୍ତ କରିଥିଲେ । ଗସ୍ତ ଅବସରରେ ବ୍ଲକର ବିଭିନ୍ନ ଗାଁମାନଙ୍କରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ବେଳେ ପଥପ୍ରାନ୍ତ ସଭାମାନଙ୍କରେ ଲୋକଙ୍କ
Read More...

ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଜୁରିଆଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶିବିରରେ ସମବାୟ ସମିତି ସଭାପତି କନ୍ଦର୍ପ ସୁଆର
Read More...

ହରିଶଙ୍କରଠାରେ ଉନ୍ନୟନ କାମର ତଦାରଖ କଲେ ସମ୍ବଲପୁର ଆର୍‌ଡିସି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ଶନିବାର ସମ୍ବଲପୁର ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ଗସ୍ତ କରିଥିଲେ । ଏହି ଅବସରରେ ହରିଶଙ୍କର ମନ୍ଦିରର ପାରିପାର୍ଶ୍ଵିକ ଉନ୍ନୟନ କାମର ତଦାରଖ
Read More...

ଜାଲ ନୋଟ୍ କାରବାର ମାମଲାରେ ଫେରାର ଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଜାଲ ନୋଟ୍‌ କାରବାର ମାମଲାରେ ପୁଣି ଦୁଇ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଲାଠୋର ଗାଁର ମାନସ ରଣା(୩୦) ଓ ତୁରେକେଲା ଥାନା ଗଭରା ଗାଁର ଭୁଜବଳ ମାଝୀ ବୋଲି ଜଣାପଡିଛି ।
Read More...

ଦ୍ୱିତୀୟ ଦିନରେ ଖପ୍ରାଖୋଲରେ ଡ୍ରାଇଭର ସଂଘର ଧର୍ମଘଟ

ଆନ୍ଦୋଳନରେ ସାମିଲ ହେଲେ ଶତାଧିକ ଡ୍ରାଇଭର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ଖପ୍ରାଖୋଲ, (ଅଶୋକ ବାଗ) : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଖପ୍ରାଖୋଲ ବ୍ଲକ ଡ୍ରାଇଭର ସଂଘ ଆଜି ପୁଣି ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭରମାନଙ୍କ
Read More...

ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ ଅଗ୍ନିକାଣ୍ଡ ଘଟଣା ଅଧିକ ବୋଲି ଚର୍ଚ୍ଚା ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ତରଫରୁ ଖପ୍ରାଖୋଲ ବନ ବିଭାଗ ରେଞ୍ଜ କାର୍ଯ୍ୟଳୟଠାରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ
Read More...

ଚାବରିପାଲି ଗାଁରେ ଅଭାବନୀୟ ଘଟଣା, ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗ୍ରାମରେ ଜ୍ୱାଇଁଙ୍କୁ ଶ୍ଵଶୁର ଘର ଲୋକେ ପିଟି ପିଟି ମାରିଦେବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ଜରି ବସ୍ତାରେ ଭର୍ତ୍ତି କରାଯାଇଥିବା
Read More...