Browsing Tag

khaprakhol news

ଘରେ ପଶି ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗ

ଲୁଟିନେଲେ ଟଙ୍କା ଓ ଅଳଙ୍କାର, ଆକ୍ରମଣକାରୀ ଯୁବକ ଅଟକ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଅନ୍ତର୍ଗତ ବର୍ତିଆ ଗ୍ରାମରେ ଜଣେ ୫୫ ବର୍ଷିଆ ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ କରି ଜଣେ ଯୁବକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ବୃଦ୍ଧାଙ୍କ ଠାରୁ
Read More...

ଝିଅ ବିଦା ପାଇଁ ବସ୍‌ରେ ଯିବା ବେଳେ ବସ୍‌ରୁ ଖସିପଡ଼ି ଜଣେ ମୃତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ନିକଟରେ ବସ୍‌ରୁ ଖସିପଡ଼ି ଜଣେ ମୃତ । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁର ତ୍ରିଲୋଚନ ବରିହା(୪୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ କୁମାରଖାନ ଗାଁର ଏକ ବାହାଘରରୁ ଝିଅ ବିଦା ପାଇଁ ବସ୍‌ ଯୋଗେ ଝିଅ ଘର
Read More...

ତେଲେନପାଲିଠାରେ ସିଆର୍‌ପିଏଫ୍‌ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ସିଆର୍‌ପିଏଫ୍‌ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ
Read More...

ବର୍ତ୍ତିବେନି କଫ ସିରପ ମାଫିଆ ଓ ବେଆଇନ ବ୍ୟବସାୟୀ : ଏକ୍ସନ ମୋଡ଼୍‌ରେ ଖପ୍ରାଖୋଲ ପୋଲିସ

୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ ଏବଂ କୋର୍ଟ ଚାଲାଣ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର
Read More...

ଖପ୍ରାଖୋଲ ଥାନା ଛଞ୍ଚାଣବାହାଲି ଗାଁରେ ସୁନା ଭଳି ପଦାର୍ଥ ବାହାରୁଥିବା ଘଟଣାସ୍ଥଳକୁ ଭୂ-ତତ୍ତ୍ୱ ବିଶେଷଜ୍ଞଙ୍କ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ଗତ ଚାରି ଦିନ ତଳେ ଏକ ଗଭୀର ନଳକୂପରୁ ସୁନା ଭଳି ପଦାର୍ଥ ବାହାରିବା ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ମୋହମ୍ମଦ ଜାବେଦ
Read More...

ନଈ ନାଳରେ ଦେଖା ଯାଉଥିବା ମୂଲ୍ୟବାନ ଭତ୍ତା କନ୍ଦା ବା ମୁସନୀ କନ୍ଦା

ଖଡ଼ିଆଳ, (ନିରାକାର ମେହେର) : ନଈ ନାଳରେ ଦେଖା ଯାଉଥିବା ଏକ ପ୍ରକାର ଗୁଳ୍ମର ଚେର ହେଉଛି ଭତ୍ତା କନ୍ଦା ବା ମୁସନୀ କନ୍ଦା । ବିଶେଷ କରି ଏହା ଖଡ଼ିଆଳ ଅଞ୍ଚଳରେ ଦେଖାଯାଏ । ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଥିବାରୁ ଏହାର ଚାହିଦା ବେଶୀ । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ବିଭିନ୍ନ ଗ୍ରାମରେ
Read More...

ଖପ୍ରାଖୋଲ ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଲଟେରୀ ଉଠାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ୟାଙ୍କ ସମ୍ମୁଖରେ ଥିବା ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଶୁକ୍ରବାର ଲଟେରୀ ଉଠାଣ ହୋଇଯାଇଛି । ପ୍ରଥମ ପୁରସ୍କାର ନଂ ୧୦୫୫ (ସୁନା ହାର) ସୁନ୍ଦରସିଂ ଧରୁଆ (ସରମୁହାଣ), ଦ୍ଵିତୀୟ ପୁରସ୍କାର ନଂ ୦୧୪୬ (ଫ୍ରିଜ)ନରେନ୍ଦ୍ର କୁମାର
Read More...

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ : ଖପ୍ରାଖୋଲ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ୨୩ ବର୍ଷ ବୟଷ୍କା ଜଣେ ଯୁବତୀ ତାଙ୍କ ପରିବାର ସହିତ ଇଟାଭାଟିରେ କାମ କରିବାକୁ
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ପରାମର୍ଶ ଶିବିର : ଉଚ୍ଚ ଶିକ୍ଷା, କୌଶଳ ବିକାଶ ଓ ଆତ୍ମ ନିଯୁକ୍ତି ଉପରେ ପରାମର୍ଶ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଓଏଲ୍‌ଏମ୍‌ବିପିଏମ୍‌ ମନୋଜ କେରକେଟା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି
Read More...

ବୋରୱେଲରେ ସୁନା ବାହାରିବା ନେଇ ଚର୍ଚ୍ଚା : ଘଟଣା ସ୍ଥଳରେ ପହଞ୍ଚିଲା ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଚର୍ଚ୍ଚା । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜାବେଦ ମହମ୍ମଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର
Read More...