Browsing Tag

khaprakhol news

ତୁର୍ଲା ଗ୍ରାମରେ ଖପ୍ରାଖୋଲ ପୁଲିସର ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମରେ ବଲାଙ୍ଗିର ପୁଲିସ ତରଫରୁ ସୋମବାର ଦିନ ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ପୁଲିସ ସହଯୋଗରେ ତୁର୍ଲା ଗ୍ରାମର
Read More...

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଲୋକସେବା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ୍ ସଭା ଗୃହଠାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ବ୍ଲକ୍‌ସ୍ତରୀୟ ଲୋକସେବା ଦିବସ ରବିବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବ୍ଲକ୍
Read More...

ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସର୍ବୋଦୟ ନୋଡାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାକାନ୍ତ ସୁଆରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବିଜ୍ଞାନ ଦିବସରେ କିଶୋର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣା : ଜଣେ ଗିରଫ ଏବଂ କୋର୍ଟ ଚାଲାଣ, ଦୁଇ ଜଣ ଫେରାର

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ଲାଠୋର ଗ୍ରାମର ଖଇରାପଡାର ମାନସ ରଣା ଏବଂ ତୃତୀୟ ଅଭିଯୁକ୍ତର ପରିଚୟ ମିଳିପାରି ନଥିବା
Read More...

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଜଣକୁ ନକଲି ନୋଟ୍‌ କାରବାରରେ ଗିରଫ କରିବା ସହ ତାଙ୍କ ପାଖରୁ ନକଲି ନୋଟ୍‌ ବରାମଦ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମ ହନୁମାନ ମନ୍ଦିରପଡାର ବ୍ରହ୍ମା ମେହେର(୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍‌ ବାଇକ୍‌
Read More...

ବିବାହ କରିବାକୁ ଯାଉଥିବା ବରଗାଡ଼ି ତଳେ ଚାପିହୋଇ ଜଣଙ୍କ ମୃତ୍ୟୁ : ୧୦ ଗୁରୁତର, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ
Read More...

ଖପ୍ରାଖୋଲରେ କୃଷି ସମ୍ପର୍କିତ କୃଷକ ତାଲିମ ଶିବିର : ମାଟି ପରୀକ୍ଷାକୁ ଗୁରୁତ୍ଵ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ ଗୃହଠାରେ କୃଷି ବିଭାଗ ତରଫରୁ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ରୂପେ
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନତା

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ବନାଞ୍ଚଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛଞ୍ଚନବାହାଲି, ଦୁଡୁମଦର୍ହା, ସିନ୍ଧବାହାଲି, କର୍ଲାମାଲ, ଗୁଣ୍ଡୁରୁପାଲି,
Read More...

ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ ମାଫିଆମାନଙ୍କୁ ପୁଲିସ ଧରିବାରେ
Read More...

ଖପ୍ରାଖୋଲ ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ, ୱାର୍ଡସଭ୍ୟ ଓ ସଭ୍ୟା
Read More...