Browsing Tag

khaprakhol news

ଏଲ୍‌ବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ଖେଳପଡ଼ିଆରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ଆଞ୍ଚଳିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମୁକାବିଲା ତୁରେକେଲା ଓ ବନମାଲ ଦଳ ମଧ୍ୟରେ ହୋଇଥିବା ବେଳେ ତୁରେକେଲା ଚାମ୍ପିୟନ ହୋଇଥିଲା । ଏହି ଅବସରରେ
Read More...

ଖପ୍ରାଖୋଲଠାରେ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ଖପ୍ରାଖୋଲ ଗ୍ରାମବାସୀଙ୍କ ପକ୍ଷରୁ ୨୪ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହାଆଡମ୍ବର ସହ ବୈଦିକ ରୀତିନୀତି ଅନୁଯାୟୀ ଫେବୃଆରୀ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରବିବାର ଏକ ବିଶାଳ କଳସ ଯାତ୍ରା
Read More...

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପସିଦ୍ଧ ଶିବ ମନ୍ଦିର ହରିଶଙ୍କରଠାରେ ଶହ ଶହ ଭକ୍ତଙ୍କ ସମାଗମ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଆଜି ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ବିଶେଷ କରି ସମଗ୍ର
Read More...

ଇଟାଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ୱେଛାସେବୀ ସଂଗଠନ ଓ ପୁଲିସ ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ, ଲରମ୍ଭା ଏବଂ ପାଟଣାଗଡ ଥାନା ଅଞ୍ଚଳରୁ ୫୮ ଜଣ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଇଟାଭାଟି ମାଲିକ ଦ୍ୱାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ଇଟାଭାଟି ମାଲିକ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହେବା
Read More...

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଗୁରୁବାର ଦିନ ପଞ୍ଚାୟତ ସମିତି କାର୍ଯ୍ୟାଳୟ
Read More...

ଛାତ୍ରଛାତ୍ରୀ ବସିଛନ୍ତି ଧାରଣାରେ, ଉପସ୍ଥାନ ପଡୁଛି ବିଦ୍ୟାଳୟରେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲଝର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନମାନି ଚାଲିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ ମଧ୍ୟ ସ୍କୁଲ ରେଜିଷ୍ଟରରେ ଉପସ୍ଥିତ
Read More...

ଫୁଲଝର ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାଜରାସ୍ତା ଅବରୋଧ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ପାଇଁ ଫୁଲଝର ଛକଠାରେ ସ୍ଥାନୀୟ ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିବା ଜଣାପଡିଛି । ସୂଚନାଯାୟୀ, ମାଲପଡା ଗ୍ରାମ
Read More...

ରେଙ୍ଗାଲିରେ ଗୋଣ୍ଡ ସାଂସ୍କୃତିକ ସମାଜର ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସାପ୍ତାହିକ ହାଟ ପଡିଆଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ତରଫରୁ ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡ ସମାଜର ବ୍ଲକ ସଭାପତି ଚୌବନ ମାଝୀଙ୍କ ନେତୃତ୍ୱରେ ପ୍ରଥମେ
Read More...

ଝାକ୍ରିପାଲିରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାକ୍ରିପାଲି ଗାଁରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଯାପନୀ ମ୍ୟାଚ୍ ବେନକେରା ଓ ଦର୍ଲିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି
Read More...

ଖପ୍ରାଖୋଲରେ ବାତଜ୍ଵର ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ନିଜେ ଔଷଧ ଖାଇ ଆରମ୍ଭ କଲେ ମେଡିକାଲ ଅଫିସର ଖପ୍ରାଖୋଲ, (ଅଶୋକ ବାଗ) : ସରକାର ସାରା ରାଜ୍ୟରେ ବାତଜ୍ଵର ବା ଫାଇଲେରିଆ ନିରାକରଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବାତଜ୍ଵର ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି
Read More...