ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଖପ୍ରାଖୋଲ ବନବିଭାଗ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଏକ ବଜ୍ରକାପ୍ତା ଖପ୍ରାଖୋଲ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖୁରୀପାଣି ଗ୍ରାମର ବେନାର ସିଂ ବରିହା!-->…
Read More...
Read More...