Browsing Tag

khaprakhol news

ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ

ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଛନ୍ତି ହେଲେ ଫଳ ଶୂନକିଛିଦିନ ପରେ ମୌସୁମୀ ଆସିବ କିନ୍ତୁ ଖପ୍ରାଖୋଲ ସଦର ମହକୁମାରେ ପାଣିଛତ୍ର ଗୋଟିଏ ଖୋଲି ପାରିଲାନି ପ୍ରଶାସନ ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ । ସକାଳ ୮ଟାରୁ ଗ୍ରୀଷ୍ମପ୍ରବାହ ଏତେ ମାତ୍ରାରେ
Read More...

ଡୁଡୁକିପଦର ଗାଁରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁରେ ଅଂଶୁଘାତରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ କୀର୍ତ୍ତନ ନାଗ(୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ବିଦ୍ୟୁତ୍ ବିଭାଗରେ ମିଟର ରିଡର୍ ଭାବରେ ଠିକା
Read More...

ଷୋହଳ ଦଫା ଦାବୀ ନେଇ ଖପ୍ରାଖୋଲ ବ୍ଲକ କମିଟି ପାଚିକା ସହାୟିକା ସଙ୍ଘର ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ତରଫରୁ ୧୬ ଦଫା ଦାବୀପତ୍ର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ
Read More...

ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଛକଠାରେ ଆଜି ସକାଳ ୮ ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଡ୍ରାଇଭର ସହ ସାତଜଣ ଯାତ୍ରୀ । ସୂଚନା ଅନୁଯାୟୀ କଣ୍ଟାବାଞ୍ଜିର ସଚୀନ ଜିନ୍ଦଲ ତାଙ୍କ ପରିବାର ସହ ଗୋଟିଏ ମାରୁତି
Read More...

ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ

ଜୈବ ବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଓଡିଶା ଜୈବ ବିବିଧତା ବୋର୍ଡ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆର୍‌ସିଡିଏସର ଆନୁକୂଲ୍ୟରେ
Read More...

ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହେଲା ହରିଶଙ୍କର ମହୋତ୍ସବ : ସାଧାରଣରେ ଆଲୋଚନା

ପ୍ରଶାସନର ଦାୟିତ୍ୱ ହୀନତା ପାଇଁ ହନ୍ତସନ୍ତ ହେଲେ ହଜାର ହଜାର ଶ୍ରଦ୍ଧାଳୁ : ଜନସାଧାରଣରେ ଅସନ୍ତୋଷ ଖପ୍ରାଖୋଲ, (ଅଶୋକ ବାଗ) : ନିକଟରେ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ହୋଇଥିବା ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ବୋଲି ଜନସାଧାରଣରେ
Read More...

ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ହରିଶଙ୍କରଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ହରିଶଙ୍କର ଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଖପ୍ରାଖୋଲ ଉପଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଜାମଚୁଆଁ ଗ୍ରାମରେ ଗତରାତିରେ ଜଣେ ଯୁବକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜାମଚୁଆଁ ଗ୍ରାମର ମଳୟ ରଞ୍ଜନ ପଣ୍ଡା(୨୭) କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରୁ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ
Read More...

ବନ ବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ପିକ୍‌ଅପ୍‌ ଜବତ, ୧ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ଡୁଡ଼କିପଦର ଚାଉଲବାଞ୍ଜି ରାସ୍ତାରେ ଚଢାଉ କରି ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ପିକ୍‌ଅପ୍‌ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଡୁଡ଼କିପଦର ଗ୍ରାମ ନିକଟସ୍ଥ ସୁକତେଲ ଜୋରଠାରେ ବେଆଇନ ଭାବେ ତୁରେକେଲା ଥାନା
Read More...