Browsing Tag

khaprakhol news

ହରିଶଙ୍କର ମହୋତ୍ସବରେ ପୋଲିସ ଉପରେ ଆକ୍ରମଣ, ଦୁଇ ଜଣ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଗତ ଏକ ତାରିଖରୁ ଚାଲୁଥିବା ବୈଶାଖୀ ମହୋତ୍ସବରେ ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକ ପୋଲିସ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ହରିଶଙ୍କରଠାରେ ଚାଲୁଥିବା ବୈଶାଖୀ
Read More...

ଖପ୍ରାଖୋଲ ପୁଲିସକୁ ବଡ ସଫଳତା : ବିପୁଳ ପରିମାଣର କଫ୍‌ ସିରପ ସହ ୫ ଜଣ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ବେଆଇନ କଫ୍‌ ସିରପ କାରବାର ନିୟନ୍ତ୍ରଣ ଦିଗରେ ଖପ୍ରାଖୋଲ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ୬୩୯ ବୋତଲ କଫ୍‌ ସିରପ ସହ ୨ଟି ଦାମୀ କାର୍‌ ଏବଂ ୨ଟି ବାଇକ୍‌ ଖପ୍ରାଖୋଲ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ବେଆଇନ କଫ୍‌ ସିରପର ଚୋରା
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ୧ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଲସାଗର ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ରିରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା ଅନ୍ତର୍ଗତ ପଣାମୁଣ୍ଡା ଗ୍ରାମର ସୁଦାମ ଶାହ ନାମକ ଜଣେ ବ୍ୟକ୍ତି ମଙ୍ଗଳବାର
Read More...

ହରିଶଙ୍କର ବୈଶାଖ ମେଳାରେ ମହୁମାଛି ଆକ୍ରମଣରେ ୨ ଆହତ

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ପୀଠରେ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଛି ବୈଶାଖ ମେଳା । ମେଳାରେ ଧୀରେ ଧୀରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏହି ମହୋତ୍ସବରେ ସରକାରୀ କର୍ମଚାରୀ ଏବଂ ବିଭିନ୍ନ ସଂଗଠନମାନେ ଡେରା ପକାଇଛନ୍ତି । ସେହିପରି ହରିଶଙ୍କର କୃଷି ଉଦ୍ୟାନଠାରେ ରନ୍ଧାବଢ଼ା
Read More...

ହରିଶଙ୍କର ଚତୁର୍ଦ୍ଦଶୀ ମେଳା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥପୀଠ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ପବିତ୍ର ବେଦଧ୍ୱନି ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ଶେଷ ପ୍ରସ୍ତୁତି ବୈଠକ, ଦିନକ ପରେ ଆରମ୍ଭ ହେବ ମେଳା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କରଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ପାଇଁ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି । ଅନ୍ୟ ବର୍ଷ ବୈଶାଖ ମେଳା ତଥା ହରିଶଙ୍କର
Read More...

ଫୁଲକିମୁଣ୍ଡାରେ ଜିଲ୍ଲାସ୍ତରୀୟ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକରୁ ୮ଟି ସ୍କୁଲ ଯଥା ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହିତ
Read More...

ପେଟ୍ରୋଲିଙ୍ଗ ବେଳେ ପୋଲିସ ହାତରେ ଧରାପଡିଲା ଚୋର ସହ ଚୋରି ହୋଇଥିବା ଗାଡ଼ି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଖପ୍ରାଖୋଲ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ଏସି ଗାଡି ସହିତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ରାତିରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ
Read More...

ଖପ୍ରାଖୋଲ ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଅପରାହ୍ନରେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସରପଞ୍ଚ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ ଏବଂ ଉପଢୌକନ ଦେଇ ଶ୍ରୀ ରାଉତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
Read More...

ସମ୍ବଲପୁର ହିଂସାକାଣ୍ଡକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା …

ଖପ୍ରାଖୋଲ, (ଅଶୋକ ବାଗ) : ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ୧୪ ତାରିଖ ଦିନ ସମ୍ବଲପୁର ସହରରେ ହୋଇଥିବା ହିଂସାକାଣ୍ଡକୁ ନେଇ ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ
Read More...