ଗଛରୁ ପଡି ଶଯ୍ୟାଶାୟୀ ବେନକେରା ଗାଁର ଦେବରାଜ ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧାଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁର ଦେବରାଜ ବରିହା (୬୨) ଘରେ ନିଜ ସ୍ତ୍ରୀ ବାସନ୍ତୀ ବରିହା ଦୁହେଁ ଖୁସିରେ ଥିଲେ । ନିଜ ପୁଅ ତା ପରିବାର ସହ ଦାଦନ ଯାଇଥିବା ବେଳେ ଦୁଇ ପ୍ରାଣୀ ହିଁ ଘରେ ରହି ପର ମୂଳ ଲାଗିବା ସହ!-->…
Read More...
Read More...