Browsing Tag

kantamal news

୮.୪୫୦ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ୮.୪୫୦ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀପ ମିଶ୍ର । ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଘଣ୍ଟାପଡା ଗ୍ରାମର ରାସ୍ତା ନିକଟରେ
Read More...

ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା : ୧ ମୃତ, ୧ ଗୁରୁତର

କଣ୍ଟାମାଳ : ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ
Read More...

୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

କଣ୍ଟାମାଳ : କଣ୍ଟାମାଳ ବ୍ଲକ ମାଲପଡା ଗ୍ରାମ ନିକଟସ୍ଥ କାଳିମୁହାଣ ସେତୁରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି । ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତି ଜଣକ ଆମ୍ବଗାଁ ଗ୍ରାମର ନିରଞ୍ଜନ ରଣା ବୋଲି ଜଣାପଡ଼ିଛି । ଖବର
Read More...

ବାଇକ୍‌ ଦୁର୍ଘଣାରେ ୧ ମୃତ ଜଣେ ଗୁରୁତର

କଣ୍ଟାମାଳ : କଣ୍ଟାମାଳ ବ୍ଲକ ୪୧ ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା ନିକଟସ୍ଥ ଅଡ଼ାଗୁଡ଼ି ସେତୁରେ ଏକ ବାଇକ୍‌ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସିମିଲିଯୋର ଗ୍ରାମରୁ ବିବାହ
Read More...

ମାନବ ସେବା ସଦନ ସଙ୍ଗଠନ ସମ୍ବର୍ଦ୍ଧିତ

କଣ୍ଟାମାଳ, (କେପିଏନ୍‌ଏସ୍‌) : ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ସ୍ଥିତ ସ୍ୱେଚ୍ଛାସେବି ସଂଗଠନ ମାନବ ସେବା ସଦନକୁ ବୁଢା ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବନ୍ଧପାଲିଠାରେ ଅନୁଷ୍ଠିତ ବରୁଲ ବୁଢା ମହୋତ୍ସବ ଦେଶବନ୍ଧୁ କୁଅଁର ଓ ଚିନ୍ତାମଣି କୁଅଁରଙ୍କ
Read More...

୪ କେଜି ଗଞ୍ଜେଇ ଜବତ, ୧ ଗିରଫ୍‌

କଣ୍ଟାମାଳ : ଶୁକ୍ରବାର ସକାଳ ୮ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ରମାକାନ୍ତ ଚାନ୍ଦ ନିଜ ଟିମ୍‌ ସହ ଦମାମୁଣ୍ଡା ଛକରେ ଚଢାଉ କରି ୪ କେଜି ଗଞ୍ଜେଇ ଓ ଏକ ବାଇକ୍‌ ଜବତ କରିଛନ୍ତି । ଏଥିସହ ଗଞ୍ଜେଇ ମାଫିଆ ପ୍ରତାପ ପ୍ରଧାନକୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ୍‌
Read More...

ମନମୁଣ୍ଡା ପୋଲିସ ଦ୍ୱାରା ସରକାରୀ ବସ୍‌ରୁ ଗଞ୍ଜେଇ ଜବତ, ଚାଳକ ଅଟକ

କଣ୍ଟାମାଳ : କଣ୍ଟାମାଳ-ପୁରୀ ସରକାରୀ ବସ୍‌ରୁ ୨ ପେଟି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟା ୭ଟାରେ ମନମୁଣ୍ଡା ଗାନ୍ଧୀ ଛକଠାରେ କଣ୍ଟାମାଳ-ପୁରୀ ଅଭିମୁଖ ଯାଉଥିବା ସରକାରୀ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା ମନମୁଣ୍ଡା ପୋଲିସ । ଇଞ୍ଜିନରୁ
Read More...

ବାଇକ୍‌ ଦୁର୍ଘଟଣାରେ ଯୁବକ ଆହତ

କଣ୍ଟାମାଳ, (କେପିଏନ୍‌ଏସ୍‌) : ମନମୁଣ୍ଡା ଥାନା ପଲସାଗୋରା ନର୍ସରୀ ଛକ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଚାଳକଙ୍କ ହାତ ଭାଙ୍ଗି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା
Read More...

ଘଣ୍ଟାପଡା କଲେଜରେ ରକ୍ତଦାନ ଶିବିର : ୪୬ ୟୁନିଟ ରକ୍ତ ସଂଗ୍ରହ

କଣ୍ଟାମାଳ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଡିଗ୍ରୀ କଲେଜଠାରେ ମାନବ ସେବା ସଦନ ସଂଗଠନ ରୁଗୁଡ଼ିପାଲି ଏବଂ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଘଣ୍ଟାପଡାର ସମ୍ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର
Read More...

ପ୍ରାଚୀର ପତ୍ର କଦମ୍ବ ଉନ୍ମୋଚିତ

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମାନଙ୍କୁ ସୃଜନମନସ୍କ କରିବା ପାଇଁ ପ୍ରାଚୀର ପତ୍ର "କଦମ୍ବ" କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ
Read More...