Browsing Tag

kantamal news

ପ୍ରାଚୀର ପତ୍ର କଦମ୍ବ ଉନ୍ମୋଚିତ

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମାନଙ୍କୁ ସୃଜନମନସ୍କ କରିବା ପାଇଁ ପ୍ରାଚୀର ପତ୍ର "କଦମ୍ବ" କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

କଣ୍ଟାମାଳ, (କେପିଏନ୍‌ଏସ୍‌) : ସାମ୍ବାଦିକ ବଂଶୀଧର ମାଝୀଙ୍କ ମାତା ଦୈମତୀ ମାଝୀଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ଥିଲେ । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ବୁଧବାର ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିଲା । ଅନ୍ତିମ ସମୟରେ ଏକମାତ୍ର
Read More...

ଖଟଖଟିଆରେ ସୁରଭି କାର୍ଯ୍ୟକ୍ରମ

କଣ୍ଟାମାଲ, (ମମତା ମହାକୁର) : ଶିଶୁମାନଙ୍କ ମନରେ ସୃଜନଶୀଳ ଭାବ ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଖଟଖଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲସ୍ତର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ଏବିଇଓ ଦୁର୍ଗାଚରଣ
Read More...

ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ ପାଳିତ

କଣ୍ଟାମାଲ, (ମମତା ମହାକୁର) : ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ କଣ୍ଟାମାଲ ବ୍ଲକ ଖଟଖଟିଆ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ନେହାପ୍ରଭା ମହାପାତ୍ର ଅଧ୍ୟକ୍ଷତା କରି କାଲାମଙ୍କ ଜୀବନୀ ଉପରେ ଆଲୋକପାତ
Read More...

ତୀର୍ଥଯାତ୍ରୀଙ୍କୁ କଣ୍ଟାମାଳ ବିଧାୟକଙ୍କ ସହାୟତା

କଣ୍ଟାମଳ, (କେପିଏନ୍‌ଏସ୍‌) : ଅସହାୟ ତୀର୍ଥଯାତ୍ରୀଙ୍କୁ ରାସ୍ତାରେ ଦେଖି ସହାୟତାର ହାତ ବଢାଇଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା । ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଅନେକ ତୀର୍ଥଯାତ୍ରୀ ଏକ ବସ୍‌ରେ ତୀର୍ଥ ଭ୍ରମଣରେ ବାହାରିଛନ୍ତି । ତେବେ ଦଶପଲ୍ଲୀ
Read More...

ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସହଯୋଗରେ ମାଲଟିଏଜ ହାଇଟେକ ୱାଟର ବେସିନ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ମୋନନୀତ ହୋଇଯାଇଛି । ଏଥିରେ ଛାତ୍ରୀ ସ୍ୱରୂପା ପଲିଆ ଓ ଗାଇଡ଼ ଶିକ୍ଷକ
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

କଣ୍ଟାମାଳ, (ମମତା ମହାକୁର) : ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ 'ମେହେଙ୍ଗାଇ ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଲ ଦୈନିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସଭାରେ
Read More...

ଜଳଛାୟା ପ୍ରକଳ୍ପ କମିଟି ଗଠିତ

କଣ୍ଟାମାଳ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ରୁଗୁଡିପାଲି, ସୌରୀପାଲି ଓ ଶଙ୍କରପୁର ଗ୍ରାମବାସୀଙ୍କୁ ନେଇ ଜଳଛାୟା ପ୍ରକଳ୍ପ କମିଟି ଗଠିତ ହୋଇଛି । ସଭାପତି ପଦ ପାଇଁ ଚିତ୍ତରଞ୍ଜନ ମହାନ୍ତି ଓ ଅଟଳ ପ୍ରଧାନ ପ୍ରତିଦ୍ୱନ୍ଦିତା କରିଥିଲେ । ଚିତ୍ତରଞ୍ଜନଙ୍କୁ ୨୦୪ ଜଣ ଓ
Read More...

କଣ୍ଟାମାଲରେ ଏବିଇଓଙ୍କୁ ସମ୍ବର୍ଦ୍ଧନା : ଶତାଧିକ ଶିକ୍ଷକଙ୍କ ଯୋଗଦାନ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କଣ୍ଟାମାଲ କଲ୍ୟାଣ ମଣ୍ଡପଠାରେ ଏବିଇଓ ଫାଲ୍ଗୁନୀ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ନୀଳାଚଳ ଭୋଇ ଅଧ୍ୟକ୍ଷତା କରିଥିବା
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବସ୍ତିଆଙ୍କ ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...
error: Content is protected !!