pakka

ବାଇକ୍‌ ଦୁର୍ଘଟଣାରେ ଯୁବକ ଆହତ

bbehera

କଣ୍ଟାମାଳ, (କେପିଏନ୍‌ଏସ୍‌) : ମନମୁଣ୍ଡା ଥାନା ପଲସାଗୋରା ନର୍ସରୀ ଛକ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଚାଳକଙ୍କ ହାତ ଭାଙ୍ଗି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ବାଇକ୍‌ ଚାଳକ ସୋନପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳର ବୈରାଗୀ ନାଏକ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

nineteen − ten =