pakka

ମନମୁଣ୍ଡା ପୋଲିସ ଦ୍ୱାରା ସରକାରୀ ବସ୍‌ରୁ ଗଞ୍ଜେଇ ଜବତ, ଚାଳକ ଅଟକ

bbehera

କଣ୍ଟାମାଳ : କଣ୍ଟାମାଳ-ପୁରୀ ସରକାରୀ ବସ୍‌ରୁ ୨ ପେଟି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟା ୭ଟାରେ ମନମୁଣ୍ଡା ଗାନ୍ଧୀ ଛକଠାରେ କଣ୍ଟାମାଳ-ପୁରୀ ଅଭିମୁଖ ଯାଉଥିବା ସରକାରୀ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା ମନମୁଣ୍ଡା ପୋଲିସ । ଇଞ୍ଜିନରୁ ୨ ପେଟି ଗଞ୍ଜେଇ ଜବତ କରି ଡ୍ରାଇଭରକୁ ଅଟକ ରଖି ତନାଘନା ଆରମ୍ଭ କରିଛି ପୋଲିସ । ଉକ୍ତ ଗାଡିଟିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ମନମୁଣ୍ଡା ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ କହିଛନ୍ତି ।

jay balangir
Leave A Reply

Your email address will not be published.

fourteen − three =

error: Content is protected !!