pakka

ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବଲାଙ୍ଗିରରୁ ଦୁବାଇ ଯାଇଥିବା ପ୍ରଥମ ଏସ୍‌ଏଚ୍‌ଜି ମହିଳା ଆରତି କର ଉକ୍ତ ସମାରୋହରେ ନିଜ ଦୁବାଇ ଗସ୍ତର ଅଭିଜ୍ଞତା ସମ୍ପର୍କରେ କହିଥିଲେ ।

jay balangir
Leave A Reply

Your email address will not be published.

twelve + 20 =