pakka

୧୪.୭ କ୍ୱିଣ୍ଟାଲ ମହୁଲ ଜବତ : ଜଣେ ଗିରଫ

bbehera

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଘଣ୍ଟାପଡା ଥାନା ଦେଓଗାଁ ଚଢଉ କରାଯାଇ ବ୍ୟାପକ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଗ୍ରାମର ପଦ୍ମନାଭ ବାଘ । ଜବତ ମହୁଲର ପରିମାଣ ୧୪.୭ କ୍ୱିଣ୍ଟାଲ । ସୂଚନା ଅନୁଯାୟୀ, କଣ୍ଟାମାଳ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପଦ୍ମନାଭଙ୍କ ଘରେ ଚଢ଼ଉ କରିଥିଲେ । ସେଠାରୁ ବିପୁଳ ପରିମାଣର ମହୁଲ ଜବତ ହୋଇଥିଲା । ଏ ନେଇ ବିଭାଗ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ବେଳେ କଣ୍ଟାମାଳ ଅବକାରୀ ଅôଧକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

four × 1 =

error: Content is protected !!