pakka

୪ କେଜି ଗଞ୍ଜେଇ ଜବତ, ୧ ଗିରଫ୍‌

bbehera

କଣ୍ଟାମାଳ : ଶୁକ୍ରବାର ସକାଳ ୮ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ରମାକାନ୍ତ ଚାନ୍ଦ ନିଜ ଟିମ୍‌ ସହ ଦମାମୁଣ୍ଡା ଛକରେ ଚଢାଉ କରି ୪ କେଜି ଗଞ୍ଜେଇ ଓ ଏକ ବାଇକ୍‌ ଜବତ କରିଛନ୍ତି । ଏଥିସହ ଗଞ୍ଜେଇ ମାଫିଆ ପ୍ରତାପ ପ୍ରଧାନକୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ୍‌ କରି କେସ୍‌ ନଂ ୪୨/୨୦୨୩ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି ।

jay balangir
Leave A Reply

Your email address will not be published.

20 − 8 =