Browsing Tag

kantabanji news

ରନ୍‌ ଫର୍‌ ହକି ଉପଲକ୍ଷେ କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ମିନି ମାରାଥନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ସୋମବାର ଦିନ ସକାଳ ସାଢେ ଛଅଟାରେ ମିନି ମାରାଥନ ରେସ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ଏନ୍‌ଏସି କାର୍ଯ୍ୟାଳୟ ଯାଏଁ ମାରାଥାନ ରେସ ହୋଇଥିଲା । ଏହି…
Read More...

ପଲସର୍‌ ଆତଙ୍କ : ଦିନ ଦ୍ୱିପ୍ରହରରେ ୫୦ ହଜାର ଲୁଟ୍‌ ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ଶୁକ୍ରବାର ଅପରାହ୍ନ ପ୍ରାୟ ଦିନ ୧ ଘଂଟା ସମୟରେ ସ୍ଥାନୀୟ ଡାକ ବଙ୍ଗଳା ସମ୍ମୁଖରେ ଜଣେ ବାଇକ୍‌ ଆରୋହୀଙ୍କ ଠାରୁ ଦୁଇ ଜଣ ପଲସର୍‌ ଲୁଟେରା ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ କଂଟାବାଂଜି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତୁରେକେଲା…
Read More...

ସାମ୍ବାଦିକ ସଂଘର ବୈଠକ

ଖବରଦାତା ତଥା ବିଶିଷ୍ଠ କଳାକାରଙ୍କ ବିୟୋଗରେ ଶୋକସଭା କଂଟାବାଂଜି, (ଗୁରୁଦୟାଲ ହଂସ) : ସାମ୍ବାଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭା ପରିଚାଳନା ପୂର୍ବରୁ ଖବରଦାତା ଗୁରୁଦୟାଲ ହଂସଙ୍କ ପ୍ରସ୍ତାବ କ୍ରମେ ନୂଆପଡା ଜିଲ୍ଲା…
Read More...

ବିଜେପିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ସାଂଗଠାନିକ ବୈଠକ ମଙ୍ଗଲବାର ଦିନ କଂଟାବାଂଜି ହରିଭବନରେ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ…
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ କଂଟାବାଂଜି ଏଡିଜେ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଧାମନଡଙ୍ଗା ନିବାସୀ ଜଣେ ବ୍ୟକ୍ତି ତାଙ୍କ ନିଜ ସ୍ତ୍ରୀକୁ ତଣ୍ଡି ଚିପି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲେ । ଏହି ହତ୍ୟାକୁ ପରିବାର ବର୍ଗ ଯୌତୁକ ଜନିତ ଅଭିଯୋଗ କରି କଂଟାବାଂଜି ଥାନାରେ ଏକ ବର୍ଷ ତଳେ ଅଭିଯୋଗ…
Read More...

କଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଭେଟିଲା ଜିଲ୍ଲା ସଂଘର୍ଷ ସମିତି,…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ ଗୋଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଜିଲ୍ଲା ସଂଘର୍ଷ ସମିତି ଦାବୀ କରିଆସିଛି । କଂଟାବାଂଜି ଜିଲ୍ଲା ଦାବୀକୁ ଯଥାର୍ଥ ଦର୍ଶାଇ ସଂଘର୍ଷ…
Read More...

କଣ୍ଟାବାଞ୍ଜି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସଭାପତି କୁଞ୍ଜବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି, ବରିୟାମ ସିଂହ ସାଲୁଜା ସମ୍ମାନିତ ଅତିଥି,…
Read More...

କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା : ଜେଲକୁ ଅନୁସଂଧାନ ପାଇଁ ଆସିଲେ କ୍ରାଇମ୍‌…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ଜେଲରେ ବିଚାରାଧିନ ଭାବେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ୧୦ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍‌, ବଲାଙ୍ଗିର ଜିଲ୍ଲା ଜଜ୍‌ ଏବଂ ସ୍ଥାନୀୟ ପୋଲିସ ଏସ୍‌ଡିପିଓ…
Read More...

ସ୍ମାର୍ଟ ପାର୍କ କାମ ବୁଲି ଦେଖିଲେ ଏନ୍‌ଏସି ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ପାଖରେ ତିଆରି ହେଉଥିବା ସ୍ମାର୍ଟ ପାର୍କ କାମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା । ୬୫ ଲକ୍ଷ ବ୍ୟୟ ଅଟକଳରେ ପାର୍କ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।…
Read More...

ରାଣୀପୁର ଝରିଆଲରେ ନିର୍ଝରିଣୀର ସାରସ୍ଵତ ସମାବେଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନର ୧୧ତମ ବାର୍ଷିକ ସାରସ୍ୱତ ସମାବେଶ ସୋମେଶ୍ୱର ଶୈବପୀଠ ରାଣୀପୁର ଝରିଆଲରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସୋମେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ସଭା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ବହୁଭାଷୀ…
Read More...