Browsing Tag

kantabanji news

ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରାଯାଇ ପାରିବ : କଂଟାବାଂଜି ଏନଏସି ଦ୍ୱାରା ଜନ ସଂପର୍କ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ର ସଭାଗୃହରେ କରୋନା ପ୍ରତିହତ ଉପରେ ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରିପାରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ, ସାବୁନରେ ହାତ ଧୋଇବା,…
Read More...

କୋଭିଡ କେୟାର ସେଣ୍ଟରର ପୁନଃ କାର୍ଯ୍ୟକ୍ଷମ ଓ ଆଇସିୟୁ ସୁବିଧା ପାଇଁ ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋଭିଡ କେୟାର ସେଣ୍ଟର ପୁନଃ କାର୍ଯ୍ୟକ୍ଷମ ଦାବୀ କରାଯାଇଛି । ତାସହ କଣ୍ଟାବାଞ୍ଜି ହସ୍ପିଟାଲରେ ପାଞ୍ଚଟି ଆଇସିୟୁ ସ୍ଥାପନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରେ କଣ୍ଟାବାଞ୍ଜି…
Read More...

ତହସିଲ ଅଫିସ୍‌ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ୨୦୧୯-୨୦ ବର୍ଷର ପ୍ରଧାମନ୍ତ୍ରୀ ଫସଲ ବୀମାର କୃଷି ବୀମାରାଶି ପାଇ ନ ଥିବା ଯୋଗୁଁ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଚାଷୀ ମାନଙ୍କ ଦ୍ୱାରା ଗଣଧାରଣା ଆଜି ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଶତାଧିକ ଚାଷୀମାନେ ବୀମା ରାଶି…
Read More...

କଂଟାବାଂଜି ସହରରେ ୧୪ଟି ସ୍ଥାନରେ ଜିଲ୍ଲା ବନ ବିଭାଗର ମିଳିତ ଚଢଉ : ଶାଗୁଆନ ପଟା, ଅର୍ଦ୍ଧନିର୍ମିତ ଆସବପତ୍ର, କାଠ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବୁଧବାର ସକାଳୁ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ବନ ବିଭାଗ ଦ୍ୱାରା ବେଆଇନ ଚୋରା ଶାଗୁଆନ କାଠ ଫର୍ଣ୍ଣିଚର ୟୁନିଟ ଏବଂ ଚୋରା ବେପାରୀଙ୍କ ଘରେ ଚଢଉ କରାଯାଇଛି । ସହରର ଆଶ୍ରମପଡା, ଧୋବାପଡା, ଶିଙ୍ଗାଲପଡା ତଥା ବିଭିନ୍ନ ସ୍ଥାନରେ ଚଢଉ ବେଳେ…
Read More...

ସାଦଖୁଆ ଓ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର 'ଖ'ରେ ଛୋଟ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବା ସହିତ ଗର୍ଭବତୀ ମାଆମାନଙ୍କୁ ସାଦ ଖୁଆଇବା(ଗୋଦ ଭରେଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…
Read More...

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଝରଣି ପଂଚାୟତ ସରପଂଚଙ୍କ ମାଡ ମାରିବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଂଚାୟତ ସରପଂଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣଷର ବ୍ୟକ୍ତି ଖବର ସଂଗ୍ରହ ବେଳେ ଗତ ତା. ୧୬.୯.୨୦୨୦ରିଖ ଦିନ ରାମୁଡ…
Read More...

ରେଲ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ରେଲ ଷ୍ଟେସନର ଅନତି ଦୂରରେ ପୂର୍ବ ଦିଗରେ ଥିବା ୧୭୦/୭ କି.ମି. ଖୁମ୍ବ ନିକଟରେ ସୋମବାର ସକାଳୁ କଂଟାବାଂଜି ଜି.ଆର.ପି ପୋଲିସ ଏକ ମୃତ ଦେହ ରେଲ ଲାଇନ କଡ଼ରୁ ଉଦ୍ଧାର କରିଛି । ଜି.ଆର.ପି. ପୋଲିସ ଦୀର୍ଘ ସମୟ ଅନୁସଂଧାନ କରିବା ମଧ୍ୟରେ ମୃତ ଯୁବକ…
Read More...

ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି ।…
Read More...

ଝରଣୀ ପଂଚାୟତ ସରପଂଚଙ୍କ ଦ୍ୱାରା ବୌଦ୍ୟୁତିକ ଗଣମାଧ୍ୟମକୁ ଆକ୍ରମଣ ପ୍ରସଙ୍ଗ : ସାଂବାଂଦିକ ସଂଘ, କଂଟାବାଂଜି ଦ୍ୱାରା…

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣକାରୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାର ଦୁର୍ନୀତିର ତଦନ୍ତ ଦାବୀକଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ କଂଟାବାଂଜି ପ୍ରତିନିଧି ଅନ୍ତିମ…
Read More...

କରୋନା ଯୋଦ୍ଧା କଂଟାବାଂଜି ପୂର୍ବତନ ଆଇଆଇସି.ଙ୍କ ବିୟୋଗରେ ସାଂବାଦିକ ସଂଘର ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୋଲିସ ଅଧିକାରୀ ପୂର୍ବତନ କଂଟାବାଂଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ସଂକ୍ରମଣରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ସ୍ୱର୍ଗବାସ ହୋଇଛନ୍ତି । ତାଙ୍କ ମର ଶରୀରକୁ…
Read More...