Browsing Tag

kantabanji news

ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀ ଓ ପରିବାର ବଗର୍ଗଙ୍କୁ ନ୍ୟାୟ ଦାବୀ ନେଇ ଭୁଲିଆ ସମାଜର ଦାବୀପତ୍ର

କଂଟାବାଂଜି, (ମନିଷ କୁମାର ହଂସ) : କଲାହାଣ୍ଡି ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡି ସହ ଅନ୍ୟ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ସହ ପରିବାର ବର୍ଗକୁ ଉଚିତ ନ୍ୟାୟ…
Read More...

ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା : ଝରଣୀ ଗାଁକୁ ଆସି ମମିତାର ପରିବାରକୁ ଭେଟିଲେ ଜାତୀୟ…

ଦୋଷୀକୁ ଦଣ୍ଡ ଦେବା ସହ ରାଜ୍ୟ ଗୃହମନ୍ତ୍ରୀ ଓ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ଦାବୀଦୋଷୀଙ୍କୁ ଘଂଟ ଘଡାଉଥିବା ଓଡିଶା ସରକାରଙ୍କୁ କଲେ ତୀବ୍ର ନିନ୍ଦାଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବା ସହ ଗୃହ ରାଷ୍ଠ୍ର ମନ୍ତ୍ରୀଙ୍କ ଇସ୍ତାଫା ଦାବୀ, ଅନ୍ୟ ଅଭିଯୁକ୍ତକୁ କଠୋର…
Read More...

ମମିତା ମେହେର ନିଖୋଜ ଘଟଣା : ସିନ୍ଧେକେଲା ବୁଢିପଦର ଗାଁ ଆଖୁ କିଆରିରୁ ଗିରଫ ହେଲେ ଗୋବିନ୍ଦ ସାହୁ

କଂଟାବାଂଜି, (ମନିଷ କୁମାର ହଂସ) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍ଥିତ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତ ମେହେରଙ୍କ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ସିନ୍ଧେକେଲା ଥାନା ବୁଢିପଦର ଆଖୁ କିଆରିରୁ ଗିରଫ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ…
Read More...

ଟ୍ରେନ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର : ହତ୍ୟା ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ରେଳ ଷ୍ଟେସନର ଅନତି ଦୂରରେ ଜଣେ ଯୁବକର ମୃତ ଦେହ ରେଳ ଟ୍ରାକରୁ ଆଜି ସକାଳେ କଂଟାବାଂଜି ଜି.ଆର.ପି. ପୋଲିସ ଉଦ୍ଧାର କରିଛି । କଂଟାବାଂଜି-ତୁରେକେଲା ରେଳ ସେକ୍ସନର ମାଇଲ ଖୁଂଟ ୧୬୮/୧୪ ନିକଟରେ ଏକ ଯୁବକର ମୃତ ଦେହ ପଡିଥିବା ଖବର ପାଇ…
Read More...

ଓ.ବି.ସି. ମଂଚ ପକ୍ଷରୁ ପଂଚାୟତ ସିଟ୍‌ ସଂରକ୍ଷଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଷ କୁମାର ହଂସ) : ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସଂରପଂଚ ଓ ସମିତି ସଭ୍ୟ ତଥା୨ ଗୋଟି ଜିଲ୍ଲା ପରିଷଦ ପଦପଦବୀ ପାଇଁ ସଂରକ୍ଷଣ ବିଜ୍ଞପ୍ତି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶ ପାଇଛି । ବ୍ଲକର ୧୯ ଗୋଟି…
Read More...

ନିଶାସକ୍ତ ଅବସ୍ଥାରେ ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

କଂଟାବାଂଜି, (ମନୀଷ କୁମାର ହଂସ) : ତୁରେକେଲା ବ୍ଲକ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକା ଗ୍ରା.ପ.ର ମାଲିପଡା ନିବାସୀ ଜଣେ ଯୁବକ ଗତ ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଉତର ମାଝି(୨୬) ଶୁକ୍ରବାର ରାତିରେ ନିଜ…
Read More...

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ବଲାଙ୍ଗିର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡା ଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗିର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଫଳ ଓ ପନିପରିବା ଚାଷ ଉପରେ ୮ ତାରିଖ ଓ ୯…
Read More...

କଣ୍ଟାବାଞ୍ଜିରେ ଅଗ୍ରସେନ ଜୟନ୍ତୀ ପାଳିତ : ମହାରାଜା ଅଗ୍ରେସେନଙ୍କ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ…

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଅଗ୍ରୱାଲ ସମାଜର କୁଲପିତା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ସ୍ଥାନୀୟ ଓଁକାର ମଲ ଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିଲେ । ଶ୍ରୀ କୁମାର ଅଗ୍ରୱାଲ…
Read More...

ଆଧୁନିକ ଗଳ୍ପରେ ନବ ରୂପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା : କଂଟାବାଞ୍ଜି ମହାବିଦ୍ୟାଳୟ ପକ୍ଷରୁ ମନୋଜ…

କଂଟାବାଞ୍ଜି, (କେପିଏନ୍‌ଏସ୍‌) : ଆଧୁନିକ ଗଳ୍ପରେ ନବରୁପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା ମନୋଜ ପଣ୍ଡା ଓଡିଆ ଗଳ୍ପ ଜଗତରେ ଏକ ଅପୂର୍ବ ଶିହରଣ ସୃଷ୍ଟି କରିଥିଲେ । ତାଙ୍କର ଗଳ୍ପଗୁଡିକ ଥିଲା କାରୁକାର୍ଯ୍ୟ ଭରା । ସୁଚନା ଯୋଗ୍ୟ ଯେ, ସ୍ନତକୋତ୍ତର ଓଡିଆ ବିଭାଗ କଂଟାବାଞ୍ଜି…
Read More...

ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ ଆମ୍ବେଦକର ସଂଘ ସଭାପତି : ଗାଁର ରାସ୍ତା ତିଆରି ଓ ପ୍ରବାସୀ…

କଂଟାବାଞ୍ଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ଯୁବ ଆମ୍ବେଦକର ସଂଘ ସବୁ ସମୟରେ ଜନ ମଂଗଳ କାମ ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ଆସୁଛି । ବରଗଡ ଜିଲ୍ଲା ସୋହେଲା ସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଯୁବ ଆମ୍ବେଦକର ସଂଘ ସଭାପତି…
Read More...