Browsing Tag

kantabanji news

ତୁରେକେଲା ବ୍ଲକ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ : ଚାକିରିରୁ ଇସ୍ତାଫା ଦେଲେ କର୍ଲାବାହାଲି ପ୍ରାଥମିକ ସ୍କୁଲର…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜାଲ ସି.ଟି ଓ ଶିକ୍ଷାଗତ ସାର୍ଟିଫିକେଟ ବଳରେ ସଲାସୁତୁରା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ହେଲା ପରେ ଗୋଷ୍ଠୀ…
Read More...

ମହିଳାଙ୍କ ରକ୍ତ ଦାନ

କଣ୍ଟାବାଞ୍ଜି : ରକ୍ତ ଦାନ କରି ଜଣେ ମହିଳା ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଖବର ମିଳିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ କୁର୍ଲୁବାହାଲ ଗ୍ରାମର ସଙ୍ଗୀତା ଭୁଏ(ବି ପୋଜେଟିଭ୍‌) ନାମ୍ନୀ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ରକ୍ତର ଅଭାବ…
Read More...

ଆହ୍ଲାବାଦ ବ୍ୟାଙ୍କ ରାସ୍ତା ପାଲଟିଛି ଦୁର୍ଘଟଣା ଜୋନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଗୋଟିଏ ବ୍ୟବସାୟ ସହର ହୋଇଥିବାରୁ ପ୍ରତିଦିନ ପ୍ରବଳ ଜନ ସମାଗମ ହୋଇଥାଏ । ପ୍ରବଳ ଭିଡ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିଥାଏ । ଆଜି ବଲାଙ୍ଗିର ରାସ୍ତାରେ ଥିବା ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି…
Read More...

ଓଟିଭି ପ୍ରତିନିଧି ଅରିନ୍ଦମ ଦାଶଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଓଟିଭି ପ୍ରତିନିଧି ୰ଅରିନ୍ଦମ ଦାଶ ଦନ୍ତା ହାତିର ଲାଇଭ୍‌ ଖବର ସଂଗ୍ରହ କରୁଥିବା ବେଳେ ମହାନଦୀର ପ୍ରଖର ଜଳ ସ୍ରୋତରେ ମୁଣ୍ଡୁଳି ବ୍ୟାରେଜରେ ଭାସି ଯାଇ ଗତ ୨୪/୯/୨୦୨୧ରିଖ ଦିନ ପ୍ରାଣ ତ୍ୟାଗ କରିଛନ୍ତି । ଜଣେ ନିର୍ଭିକ ଏବଂ କର୍ମଠ ଖବରଦାତାଙ୍କ ଅକାଳ…
Read More...

ତୁରେକେଲା ବ୍ଲକର ଉପାନ୍ତ ମାଓ ଅଂଚଳରେ ବି.ଏସ.କେ.ୱାଇ କାର୍ଡ ବଂଟନ

ବଡବାଙ୍କି -୨୩୮୧, ଘୁନେଶ -୧୭୩୨ ସହ ହିଆଁଲ ୨୨୫୧ ସହ ତୁରେକେଲା ବ୍ଲକର ୨୯,୨୧୨ ଜଣ ହିତାଧିକାରୀଙ୍କୁ ମିଳିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ କଂଟାବାଂଜି, (ମନିଶ କୁମାର ହଂସ) : ଓଡିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଗତ ୨୨ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ…
Read More...

ସେବା ସପ୍ତାହ ପାଳିତ

କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ସପ୍ତାହ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ରୋଗୀମାନଙ୍କୁ ଫଳମୂଳ ଦେବା ସାଙ୍ଗକୁ ତାଙ୍କର…
Read More...

ଝରଣି ପଂଚାୟତର ୧୫୦୦ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଂଚାୟତର ୧୫୦୦ ହିତାଧୀକାରୀଙ୍କୁ ଗୁରୁବାର ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ଝରଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତର ରାମୋଡ, ରାଉତମୁଣ୍ଡା,…
Read More...

କଂଟାବାଂଜି ଓ ତୁରେକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶା ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବୁଧବାର ଦିନ ପଶ୍ଚିମ ଓଡିଶାରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏହା ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିରରୁ ଶୁଭାରମ୍ଭ କରି…
Read More...

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନତା ଶିବିର

କଂଟାବାଞ୍ଜି, (ମନିଷ କୁମାର ହଂସ) : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରକୁ ନେଇ ଆଜି କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନତା ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ…
Read More...

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ନିଉ ବାର୍ଡ ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ ହୋଇଛି । ଏହି ଗ୍ରୁପର ଏଡମିନ ସାଇ ପ୍ରକାଶ ଉଚ୍ଚ ପ୍ରଶଂସା କରିବା ସହିତ…
Read More...