Browsing Tag

kantabanji news

ପବିତ୍ର ଗୁରୁଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

ଯୌତୁକ ଜନିତ ହତ୍ୟା ଅଭିଯୋଗ

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା କନ୍ଦେଇ ପଂଚାୟତର ଟିକ୍ରାପଡାରେ ଜଣେ ବିବାହିତା ମହିଳାଙ୍କୁ ତାର ସ୍ୱାମୀ ଯୌତୁକ ଦାବୀ କରି ହତ୍ୟା କରିଥିବା ମହିଳାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ତୁରେକେଲା ଥାନାରୁ ମିଳିଥିବା ସୂଚନା ଅନୁସାରେ ଏହିି ଥାନାର ବାଂଜିପାଲି ଗାଁର…
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଜବର ଦଖଲ ସରକାରୀ ଜମି ଉଛେଦ ପାଇଁ ତାଗିଦ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଶନିବାର ଦିନ କଂଟାବାଂଜି ଗସ୍ତରେ ଆସିବା ମଧ୍ୟରେ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ବିର୍ଣ୍ଣା ରୋଡସ୍ଥିତ ଚିଲଡ୍ରେନ୍‌ ପାର୍କ ଅଂଚଳରେ ସ୍ଥାନୀୟ ଏନ୍‌ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମାନ କରିବାର…
Read More...

ମୋବାଇଲ ଟାୱାର ଦାବୀ ନେଇ କେ.ଭି.ସିଂଦେଓଙ୍କ ରାସ୍ତା ଅବରୋଧ କଲେ କାଦୋବେଡା ଗ୍ରାମବାସୀ

କଂଟାବାଂଜି, (ମନିଶ କୁମାର ହଂସ) : କାଦୋବେଡା ଗାଁର ରିଚେକ ବନଛୋରର କୀଟ ନାଶକ ଔଷଧ ପିଇ ଆତ୍ମ ହତ୍ୟା କରିଥିବା ଘଟଣା ଉପରେ ଜିଲ୍ଲା ଭାଜପା ପ୍ରତିନିଧି ସହ ଭାଜପାର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଶନିବାର ଦିନ କାଦୋବେଡା ଯାଇଥିଲେ ।…
Read More...

କାଦୋବେଡା ରିଚେକ ବନ୍‌ଛୋରର ମୃତ୍ୟୁ ଘଟଣା : ଅନୁଧ୍ୟାନ କଲେ ଜିଲ୍ଲା ଭାଜପା ପ୍ରତିନିଧି, ସରକାରୀ ସହାୟତା ପାଇଁ…

କଂଟାବାଂଜି, (ମନିଶ କୁମାର ହଂସ) : ରିଚେକ ବନ୍‌ଛୋର ଭାଗ ଚାଷୀର ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାଇଁ ଫସଲ ନଷ୍ଟ ସାଙ୍ଗକୁ ସାହୁକାର ମାନଙ୍କ ଋଣ ପରିଷୋଧ ଚିନ୍ତାରେ ଚାଷ ଜମିରେ ହିଁ ନିଜର ଜୀବନ ହାରି ଦେବା ଚଳିତ ବର୍ଷ ଜିଲ୍ଲାର ପ୍ରଥମ ଚାଷୀ ଆତ୍ମହତ୍ୟା । ଏହି ଘଟଣା ପ୍ରସାରିତ ହେବା ପରେ…
Read More...

ନିର୍ଝରିଣୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହରର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ନିର୍ଝରିଣୀର ସଂପାଦକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ମାଝୀପଡା…
Read More...

ବିରଳ ରକ୍ତଦାନ କଲେ ଯୁବକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି ।ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ବର୍ଷସାରା ରକ୍ତଦାନ…
Read More...

କଂଟାବାଂଜି ବିଧାୟକ ସାଲୁଜାଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍‌ଏସି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଂଟାବାଂଜି ଏନ୍‌ଏସି,…
Read More...

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଂଗ୍ରେସ ବିଧାୟକ ସାଲୁଜାଙ୍କ ଟାର୍ଗେଟ

କଂଟାବାଂଜି, (ମନିଶ କୁମାର ହଂସ) : ଜନ ଆର୍ଶିବାଦ ଗସ୍ତରେ ରବିବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଟାବାଂଜି ଆସିଥିଲେ । ଏହି ପରିପ୍ରେକ୍ଷୀରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଟାର୍ଗେଟ କରି କଂଟାବାଂଜିର ବିକାଶକୁ ନେଇ ୮ଟି ପ୍ରଶ୍ନ ରିଫ୍ଲେଟ ମାଧ୍ୟମରେ…
Read More...

କଂଟାବାଂଜିରେ କେନ୍ଦ୍ର ରେଳ ମନ୍ତ୍ରୀ

ମୋ କଲମରେ କୌଣସି ପ୍ରୋଜେକ୍ଟ ଡେରିହେବ ନାହିଁକଂଟାବାଂଜି, ଟିଟିଲାଗଡ,ବଲାଙ୍ଗିରକୁ ମୋଡେଲ ଷ୍ଟେସନରେ ନିର୍ମାଣଦୀର୍ଘ ଦିନର ଜନସାଧାରଣଙ୍କ ଦାବୀ ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ରର ମୋଦୀ ସରକାରଙ୍କ ଜନ…
Read More...