Browsing Tag

kantabanji news

ବନ ବିଭାଗର ୩ଟି ସ୍ଥାନରେ ଚଢ : ଗୋଟିଏ ପିକ୍‌ ଅପ୍‌ ଭ୍ୟାନ ସହ ମୋଟର ସାଇକେଲ ଏବଂ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ସହ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି ସହରର ୩ଟି ସ୍ଥାନରେ ଶନିବାର ସକାଳୁ ବନ ବିଭାଗ ଚଢଉ କରିଛି । ଏହି ଚଢଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ ପଟା ସହ ୭୦ ହଜାରରୁ ଅଧିକ ଟଙ୍କାର ଫର୍ଣ୍ଣିଚର ୟୁନିଟର ସାମାନ…
Read More...

ସଲାସର ପାଇପ୍‌ ଫ୍ୟାକ୍ଟ୍ରି ଋଣ ଓ ଜମି ଅଭିଯୋଗ ବିବାଦ ମାମଲା : ଖବରଦାତା ସମ୍ମିଳନୀରେ ଖଣ୍ଡନ କଲେ ଫ୍ୟାକ୍ଟ୍ରି ମାଲିକ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି କର୍ଲାବାହାଲି ନିକଟରେ ଥିବା ସଲାସର ପାଇପ ଫ୍ୟାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମାଙ୍କ ଫ୍ୟାକ୍ଟ୍ରିର ଜମି ବିବାଦ ଓ ଫ୍ୟାକ୍ଟ୍ରି ନାମରେ ଅନୈତିକ ବ୍ୟାଙ୍କ ଋଣ ଥିବା କଂଟାବାଂଜିର ଜଣେ ବ୍ୟବସାୟୀ ତଥା ଜମି ମାଫିଆ ଥାନାରେ ଅଭିଯୋଗ କରିଛନ୍ତି ।…
Read More...

କଂଟାବାଂଜି ବନ ବିଭାଗ ଦ୍ୱାରା ଚଢଉ : ୭୦ ହଜର ଟଙ୍କାର ଶାଗୁଆନ କାଠ ଜବତ

ମୁଖ୍ୟ ଆସାମୀ ଫେରାର, ଜଣେ ଗିରଫ କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଥାନା ତଥା ବନାଂଚଳ ଅଧିନସ୍ଥ ସହରର ଉପକଣ୍ଠସ୍ଥ ଡୁମେରଚୁଆଁ ଗାଁରେ ବେନିୟମ ଭାବେ ଶାଗୁଆନ କାଠର ଫର୍ନିଚର ୟୁନିଟର କାମ କରୁଥିବା ଅଭିଯୋଗରେ ରବିବାର ଦିନ ସ୍ଥାନୀୟ ଜଂଗଲ ବିଭାଗ ଅତର୍କିତ ଭାବେ ଚଢଉ…
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଗସ୍ତକୁ ନେଇ ଭାଜପାର ଖବରଦାତା ସମ୍ମିଳନୀ : କଂଟାବାଂଜିର ଅବ୍ୟବହୃତ ୭୫୦ ଏକର…

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ର କ୍ୟାବିନେଟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଗସ୍ତରେ ଆସନ୍ତା ୨୨ ଅଗଷ୍ଟରେ କଂଟାବାଂଜି ଆଗମନକୁ ନେଇ ସୋମବାର ଦିନ କଂଟାବାଂଜିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ହରି ଭବନରେ ଅନୁଷ୍ଠିତ ହୋଇଛି । ଏହି…
Read More...

କେ.ଭି କଲେଜରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କେ.ଭି କଲେଜରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିଥିବା ପାଇଁ ଆମ ଦେଶ ପ୍ରୀତିକୁ ଉଦ୍‌ଜୀବିତ କରି ରାଷ୍ଟ୍ର ପତି ଆମର କର୍ତ୍ତବ୍ୟକୁ ପାଳନ…
Read More...

କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ରେଲୱେ ଷ୍ଟାଡିୟମରେ ପାଳିତ

ମରଣୋତ୍ତର ଦୁଇ ପୋଲିସ ସହ ଆଙ୍ଗନୱାଡି କର୍ମୀ, ସ୍ୱଛତା ସୁପରଭାଇଜର, ଭେକ୍ସିନ ଟିକାକାରୀ, ମେଡିକାଲ ସୁପରଭାଇଜର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲୱେ ଷ୍ଟାଡିୟମରେ କରୋନା କଟକଣା…
Read More...

ବିଭିନ୍ନ ସ୍ଥାନରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତି ଅବସରରେ ସାରା ଦେଶରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ରୂପେ ପାଳିତ ହେଉଥିବା ବେଳେ କଂଟାବାଂଜି ସହରାଂଚଳରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଟାନ, ବେସରକାରୀ କାର୍ଯ୍ୟାଳୟ, କ୍ଲବ, ସଂଗଠନ, ରାଜନୈତିକ…
Read More...

କଂଟାବାଂଜିରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶାରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇ ୬୯୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଯାହା ବଲାଙ୍ଗିର ଜିଲ୍ଲାର କଂଟାବାଂଜି…
Read More...

ବାରାହ ଆକ୍ରମଣରେ ଜଣେ ଆହତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅଛି । ଏଣୁ ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା ଭାଲୁ, ହାତୀ, ବିଲୁଆ, ଚିତାବାଘ, ବାରାହ ଆଦି ଦେଖିବାକୁ ମିଳନ୍ତି । ସୂଚନା ଅନୁସାରେ ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ…
Read More...

କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗ : ଜିଏସଟି ଚଢାଉ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡିଛି । ଏହି ଦୋକାନ ଦୁଇଟି ହେଲା କଣ୍ଟାବାଞ୍ଜି ସହରର ଏନ୍‌ଏସି ଛକରେ ଥିବା ବାଲାଜୀ ଫର୍ଣ୍ଣିଚର ଆଣ୍ଡ୍‌…
Read More...