Browsing Tag

kanasa news

ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ : ଦୁଇ ଦିନରୁ ନିଖୋଜ ଥିଲେ

କଣାସ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଜଣକ କଣାସ ଗଡ଼ଶାହି ଗାଁର ଦେବୀପ୍ରସାଦ ମିଶ୍ର(୨୦) । ଖବର ଅନୁଯାୟୀ, ଦେବୀ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କିଛି ଦିନ ପୂର୍ବେ
Read More...

ଦୁଇ ପରିବାର ମଧ୍ୟରେ ସଂଘର୍ଷ ବେଳେ ଡିନାମାଇଟ୍ ମାଡ ଅଭିଯୋଗ, ଯୁବକଙ୍କ ହାତରେ ଫୁଟିଗଲା ଡିନାମାଇଟ୍

କଣାସ : ଦୁଇ ପରିବାରର ଗଣ୍ଡଗୋଳରୁ ଡିନାମାଇଟ୍ ମାଡ ଅଭିଯୋଗ । ଫିଙ୍ଗିବା ବେଳେ ଉତ୍ତ୍ୟକ୍ତ ଯୁବକଙ୍କ ନିଜ ହାତରେ ଫୁଟିଗଲା ଡିନାମାଇଟ୍ । ଆହତ ଅବସ୍ଥାରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଗଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ହାତରେ ଧରାପଡିଲେ । ପୁରୀ ଜିଲ୍ଲା କଣାସ ଥାନା
Read More...

ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣାସ : ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ୬୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଡେଲାଙ୍ଗ ବରକେରାରେ ଅଗ୍ନିକାଣ୍ଡ ଘଟି ଭାସ୍କର ଚନ୍ଦ୍ର ପରିଡାଙ୍କର ଏକ କଳେଇ ଗଦା ଜଳି ଯାଇଥିବା ସୂଚନା ମିଳିଛି । ଧାନ ଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଅଧିକ ହେବ
Read More...

ବାଇକ୍‌କୁ ପଛରୁ ପିଟିଲା ଟ୍ରକ : ୧ ମୃତ

କଣାସ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଆରୋହୀ ମୃତ । ଆଜି ପୁରୀ ଜିଲ୍ଲା କଣାସ ନୂଆ ଜଗନ୍ନାଥ ସଡ଼କ ଦୋଖଣ୍ଡପୁରରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହିତ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା
Read More...

ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ : ୨ ମୃତ

କଣାସ/ପୁରୀ : ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ ୨ ମୃତ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀ ଦଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ବୋଲି ଜଣାପଡିଛି । ସୂଚନା
Read More...

ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭାରତୀୟ ନର୍ସିଂ କାଉନ୍ସିଲର ଯୁଗ୍ମ ସଚିବ ଏ
Read More...

‘ପ୍ରୟାସ’ ତରଫରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : କଣାସ ରୋଡ୍‌ରୁ ସାତପଡ଼ା ପର୍ଯ୍ୟନ୍ତ ନୂତନ ରେଳ ରାସ୍ତା ସଂଯୋଗ ପାଇଁ 'ପ୍ରୟାସ' ତରଫରୁ ସଂଗଠନର ସଭାପତି କୃଷ୍ଣ ଜଗଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣାସ : କଣାସ ବ୍ଲକର ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିରରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟ, ସରପଞ୍ଚ ବିଜୟିନୀ ପାତ୍ର, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମାଜିକ ସମୀକ୍ଷା ପ୍ରଶିକ୍ଷଣ ଶିବିର

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ ପଞ୍ଚାୟତ ସମିତିର ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଆର୍ଥିକ ବର୍ଷ ୨୦୧୬-୧୭ଠାରୁ ଆର୍ଥିକ ବର୍ଷ ୨୦୧୮-୨୦୧୯ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଗୃହର ସାମାଜିକ ସମୀକ୍ଷା କରାଯିବା ପାଇଁ ଗ୍ରାମ୍ୟ ସମ୍ବଳକର୍ମୀ ଭିଆର୍‌ପିମାନଙ୍କର
Read More...

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ମୂଲ୍ୟବାନ ଜିନିଷ ବ୍ୟାଗ ହଜିବା ନେଇ ଥାନାରେ ଏତଲା

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ଗତକାଲି ଘରୁ ବାହାରି ବଜାରକୁ ଯିବା ସମୟରେ ବାଇକରେ ଥିବା ବ୍ୟାଗରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ମୂଲ୍ୟବାନ ଜିନିଷ ପତ୍ର ହଜିଯିବାର ନେଇ କଣାସ ଥାନାରେ ଅଭିଯୋଗ ହୋଇଛି । ଯାହା ସୂଚନା ରହିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଦୋକନ୍ଦା ଗ୍ରାମର
Read More...