ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣାସ : ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ୬୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଡେଲାଙ୍ଗ ବରକେରାରେ ଅଗ୍ନିକାଣ୍ଡ ଘଟି ଭାସ୍କର ଚନ୍ଦ୍ର ପରିଡାଙ୍କର ଏକ କଳେଇ ଗଦା ଜଳି ଯାଇଥିବା ସୂଚନା ମିଳିଛି । ଧାନ ଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

2 + 18 =