Browsing Tag

kalahandi news

କର୍ଲାମୁଣ୍ଡାରେ ମାଟ୍ରିକ ସମେଟିଭ ପରୀକ୍ଷା ଦେଲେ ୧୧୨୭ ଛାତ୍ରଛାତ୍ରୀ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ୧ ପରୀକ୍ଷା । କର୍ଲାମୁଣ୍ଡା ବ୍ଲକର ଛଅଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଦେବା ପାଇଁ ୧୧୩୭ ଜଣ ଫର୍ମ ଫିଲଭ କରିଥିବା ବେଳେ ୧୦ ଜଣ ଅନୁପସ୍ଥିତ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷାବର୍ଷ-୨୦୨୧-୨୨ ସରକାରୀ ବୃତ୍ତି ପରୀକ୍ଷାରେ ଶତ ପ୍ରତିଶତ ସଫଳତା

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣାପଡିଛି । ତୃତୀୟ ବୃତ୍ତି ଓ ପଞ୍ଚମ
Read More...

ପୁଡେଲକୁନାଠାରେ ଜିଲ୍ଲାସ୍ତରୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜର ମହାସଭା ଓ ଲଗ୍ନନିଅଁ ତାଲିମ ଶିବିର ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପୁଡେଲକୁନା ଗ୍ରାମ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ତରଫରୁ ଗ୍ରାମ୍ୟ ସଭାପତି ଇନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଶନିବାର ଓ ରବିବାର ଚାଲିଥିବା ତାଲିମ ଶିବିର ଗତକାଲି ଉଦ୍‌ଯାପିତ ହୋଇଯାଇଛି ।
Read More...

ମ.ରାମପୁର ବ୍ଲକ ସ୍ୱଚ୍ଛାଗ୍ରାହୀ ସଂଘ ଗଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜଳ ଓ ପରିମଳ ବିଭାଗର ସ୍ୱଚ୍ଛାଗ୍ରାହୀମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମ.ରାମପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ସ୍ୱଚ୍ଛାଗ୍ରାହୀମାନଙ୍କ ଉପସ୍ଥିତିରେ ମ.ରାମପୁର ବ୍ଲକର
Read More...

ନବ ଜ୍ୟୋତି ଯୁକ୍ତଦୁଇ ଓ ଯୁକ୍ତତିନି ବିଜ୍ଞାନ ମହାବିଦ୍ୟାଳୟର ଅଭିଭାବକ ସମ୍ମିଳନୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଳଖଣ୍ଡି ଶୈବପୀଠରେ ନବ ଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାଇସ ଚେଆରମ୍ୟାନ ଭାସ୍କର ଚନ୍ଦ୍ର
Read More...

ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଶାଖାର ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ
Read More...

ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ‘ସର୍ଗିଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ 'ସର୍ଗିଫୁଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ
Read More...

କଳାହାଣ୍ଡିରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର ସାଂଗଠନିକ ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘର ଏକ ସାଂଗଠନିକ ବୈଠକ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିଶୃତି ପରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ହେଉଥିବା ଆନ୍ଦୋଳନ ପ୍ରତ୍ୟାହୃତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଠାରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ଗଜବାହଲ ଛକ ଠାରେ ଚାଲିଥିବା ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନକାରୀ ମାନେ ରିଷିଡା-ତୁଷୁରା-ବଲାଙ୍ଗୀର,
Read More...

ମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ ଦ୍ୱିତୀୟ ଦିନରେ

ଗଛ ପକାଇ ରାସ୍ତା ଅବରୋଧ : ଗମନାଗମନ ଠପ୍‌ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ତେବେ ବର୍ତ୍ତମାନ
Read More...