Browsing Tag

kalahandi news

ବିଜେପି ପକ୍ଷରୁ ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେପି କର୍ଲାମୁଣ୍ଡା ମଣ୍ଡଳ ତରଫରୁ ରାଜପୁର ପଂଚାୟତ ଅନ୍ତର୍ଗତ ସୁରୁଜୁଲି ଗ୍ରାମରେ ପଣା ସଂକ୍ରାନ୍ତି ଓ ବାବା ସାହେବ ଡ଼ ବି.ଆର ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ, ରାଜପୁର ପଞ୍ଚାୟତର ୬୫ଜଣ…
Read More...

ହନୁମାନ ଜୟନ୍ତୀ ଉପଲକ୍ଷେ ରାଲି

କଳାହାଣ୍ଡି, (ନରୋତ୍ତମ ସେଲମା) : ହନୁମାନ ଜୟନ୍ତୀ ଅବସରରେ ରିଷିଡା ସଲଣ୍ଡିଆମୁଣ୍ଡା ହନୁମାନ ଜୟନ୍ତୀ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏଥିରେ ଭାଗନେଇ ଥିବା ବେଳେ ପିଲାମାନଙ୍କୁ ହନୁମାନ ବେଶରେ ସଜ୍ଜିତ କରାଯାଇଥିଲା ।…
Read More...

ଲାଞ୍ଜିଗଡଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି…
Read More...

ଢ଼ାବା ସମ୍ମୁଖରୁ ବାଇକ ଚୋରି ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ଫାଣ୍ଡି ଅନ୍ତର୍ଗତ କନସିଲ ବିହାରୀ ଢ଼ାବା ସମ୍ମୁଖରୁ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମତେ ଝାରମୁଣ୍ଡା ଗ୍ରାମର ପ୍ରଦୀପ ପାତ୍ର ନାମକ ଯୁବକ ନିଜ ବାଇକ (ବଜାଜ ଡ଼ିସକଭର ନଂ -ଓଡି୦୮ଜି୬୯୭୪)କୁ ରାତି ପ୍ରାୟ ୯ଟାରେ ଉକ୍ତ ଢ଼ାବା…
Read More...

ଗୋଇନ୍ଦାମୁଣ୍ଡାରେ ଆଂଚଳିକ ଯାଦବ ସମାଜ ବୈଠକ : ନୂତନ କର୍ମକର୍ତ୍ତା ନିର୍ବାଚନ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ଗୋଇନ୍ଦାମୁଣ୍ଡା ଠାରେ ରାଜପୁର-ବୋରପଦର-ରିଂଜା ଆଂଚଳିକ ଯାଦବ ସମାଜର ସାଂଗଠନିକ ବୈଠକ ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ ସଂଗଠନର ଦୃଢତା, ନିଶାମୁକ୍ତ ସମାଜ ଗଠନ ଉପରେ…
Read More...

କର୍ଲାମୁଣ୍ଡାରେ ସବ୍‌ରେଜେଷ୍ଟ୍ରି ଅଫିସ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି କର୍ଲାମୁଣ୍ଡା ତହସିଲ ଅଫିସ ପରିସରରେ ନୂତନ ଭାବେ ସବ୍‌ରେଜେଷ୍ଟି ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ମିଳନ କୁମାର ଝାଙ୍କରଙ୍କ…
Read More...

ଆନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟ ବର୍ଷ ୨୦୨୩ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟ ବର୍ଷ ୨୦୨୩ ପାଳନ ନିମନ୍ତେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ରେଗଡା ପଂଚାୟତ ବିଜାପାଟି ଠାରେ ଗ୍ରାମ୍ୟ ପୁଷ୍ଟିକର ଦିବସ…
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର ପରେଶ

କଳାହାଣ୍ଡି, (ନରୋତ୍ତମ ସେଲମା) : ମହାକାଶ ବିଜ୍ଞାନ ଉପରେ କିଛି ତଥ୍ୟ ପାଇବା ତଥା ବୈଜ୍ଞାନିକ ଜ୍ଞାନର ଗୁଣବତ୍ତା ହାସଲ କରିବା ପାଇଁ ଗ୍ରାମାଂଚଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଆକର୍ଷିତ ହେବେ ସେଥିପାଇଁ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପି.ଏଚ.ଡି (କୋଷ ବିଜ୍ଞାନ) ଛାତ୍ର ପରେଶ…
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା, ଗୋଛାଡେଙ୍ଗେନ ଓ ଡମ୍ କାର୍ଲଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଆଜି ରବିବାର ଦିନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର ଶାଖା ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାଖା ପରିଚାଳକ…
Read More...

ଓଡ଼ିଶା ସରପଞ୍ଚ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲେ ବମକ ସରପଞ୍ଚ ରୋମାଞ୍ଚଲ ସାହୁ କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଟାଉନ ହଲ୍‌ ଠାରେ ପବିତ୍ର ଉତ୍କଳ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କ ଆବାହକତ୍ୱରେ ସର୍ବ ଭାରତୀୟ…
Read More...