Browsing Tag

kalahandi news

ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ…
Read More...

ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟ ବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ…
Read More...

ବେଲଖଣ୍ଡିରେ ୫ଟି ସଚିବ ଭି. କେ. ପାଣ୍ଡିଆନ

ମନ୍ଦିରର ଉନ୍ନତୀକରଣ ହେବ : ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ…
Read More...

ସରସ୍ୱତୀ ଶିଶୁ ମନ୍ଦିର ମୁଖୀଗୁଡା ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

କଳାହାଣ୍ଡି, (ହେମନ୍ତ ସାହୁ) : ଚଳିତ ବର୍ଷର ଦଶମ ଶ୍ରେଣୀର ଫଳାଫଳ ପ୍ରକାଶିତ ହୋଇଛି ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଖୀଗୁଡାର ଛାତ୍ରଛାତ୍ରୀମାନଙ୍କ ଅଭୂତପୂର୍ବ ସଫଳତା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ…
Read More...

ରିଷିଡା ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ରିଷିଡା ଦୁର୍ଗା ମଣ୍ଡପ ନିକଟରେ ରିଷିଡାର ସର୍ବୋଚ୍ଚ ବେସରକାରୀ ଅନୁଷ୍ଠାନ ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରି ଗ୍ରାମର ବିକାଶ ପାଇଁ ସମସ୍ତଙ୍କ ସହଯୋଗ…
Read More...

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର

କଳାହାଣ୍ଡି (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମିଶନ ଶକ୍ତି ଗୃହଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ…
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : କେସିଙ୍ଗା ଏସ୍‌ଡିପିଓ ଏବଂ ମ. ରାମପୁର ଆଇଆଇସିଙ୍କ ଦ୍ଵାରା ତଦନ୍ତ ଆରମ୍ଭ

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତେନ୍ତୁଳିକୁପା ଗ୍ରାମର ଜଣେ ବିବାହିତ ଯୁବକ ସୁଦାମ ଭୋଇ(୨୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ…
Read More...

ଆମପାଣି ଘାଟିରେ ବୋଲେରୋକୁ ଧକ୍କା ଦେଲା ମିନି ଟ୍ରକ୍ : ୮ ଗୁରୁତର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ଘାଟିରେ ବୋଲେରୋ ଓ ୪୦୭ ମିନି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ବୋଲେରୋରେ ଥିବା ୭ରୁ ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି । ସୂଚନା…
Read More...

ମହିଳା ସଶକ୍ତିକରଣ ନିମନ୍ତେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ସ୍ଥିତ ଦାପ୍ତା ସଂସ୍ଥା ପରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ନିମନ୍ତେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଡିଏସ୍‌ଡବ୍ଲୁଓ…
Read More...

ଭବାନୀପାଟଣାଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

କଳାହାଣ୍ଡି, (ପିକେ ସାହୁ) : ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ତରଫରୁ ଭବାନୀପାଟଣାଠାରେ ଆଜି ସକାଳ ୮.୦୦ ଘ ସମୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ…
Read More...