ବାଈଶିପଡାରେ ନୂଆଁଖାଇ ଭେଟ୍ଘାଟ୍
ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ବାଈଶିପଡାରେ ତ୍ରୀନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡମ୍ବର ସହକାରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ!-->…
Read More...
Read More...