ଗୁଣପୁରରେ ମନ୍ଦିରକୁ ଟାର୍ଗେଟ : ଲକ୍ଷାଧିକ ଟଙ୍କାର ସୁନା-ରୁପା ଲୁଟ
ଗୁଣପୁର : ପୁଣି ଜିଲ୍ଲାରେ ବଡ଼ ଧରଣର ଚୋରି । ଏଥର ଲୁଟେରାଙ୍କ ଟାର୍ଗେଟ ହୋଇଛି ଏକ ପୁରାତନ ଶୈବପୀଠ । ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ!-->…
Read More...
Read More...