ପଥର ଫଟାଇବା ବେଳେ ଖାଦାନରେ ବିସ୍ଫୋରଣ : ୫ ମୃତ

ଗୁଣୁପୁର, (କେପିଏନ୍‌ଏସ୍‌) : ଗୁଣୁପୁର ଓକିଲଗୁଡାରେ ପଥର ଫଟାଇବା ବେଳେ ଖାଦାନରେ ବଡଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣଙ୍କ ସମେତ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖଛି ।

Leave A Reply

Your email address will not be published.