ଯୁବକଙ୍କ ଅସ୍ୱଭାବିକ ମୃତ୍ୟୁ ; ଥାନାରେ ରୁଜୁ ହେଲା ମାମଲା
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡ଼ି କଲେଜରେ ରୋଷେୟା ଭାବେ କାର୍ଯ୍ୟରତ ଥିବା ଯୁବକଙ୍କ ମୃତ୍ୟୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ରର ନାଗପୁରର ରତ୍ନାକର ଗୋବିନ୍ଦ ଅଖଣ୍ଡ ବୟସ ପ୍ରାୟ ୪୨ ବୋଲି ପୁଲିସ ସୂଚନା ଦେଇ କହିଛି । ସୂଚନା!-->…
Read More...
Read More...