Browsing Tag

deogaon news

ଦେଓଗାଁ ବ୍ଲକରେ ୩୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୪ଜଣଙ୍କ ମଧ୍ୟରୁ ସର୍ବାଧିକ ବଡବନ୍ଧ ପଞ୍ଚାୟତରେ ୧୦ଜଣ, ଉଡ଼ାର ୬, ଦେଓଗାଁ ଓ ଜରାସିଂହା ପଞ୍ଚାୟତରେ ୪ଜଣ ଲେଖାଏଁ,
Read More...

ଦେଓଗାଁ ବ୍ଲକ : ଦିନକରେ ପୁଣି ୬୧ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୧ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ରିପୋର୍ଟରେ ଦେଓଗାଁ ବ୍ଲକର ୬୧ଜଣଙ୍କ ମଧ୍ୟରୁ ସର୍ବାଧିକ ସାଲେପାଲି ପଞ୍ଚାୟତରୁ ୩୩ଜଣ, ଧାଣ୍ଡାମାଲ ୧୧ଜଣ, ଗୁଡ଼ଖାପଲା ୪ଜଣ, ଗାଈବାହାଲ୍, ଗୌଡଗୋଠ,
Read More...

ସରକାର କା ମାଲ୍‌, ଦରିଆ ମେ ଡାଲ୍‌ : ଡ୍ରାଇଭର ଅଭାବରୁ ଡାକ୍ତରଖାନାର ଗ୍ୟାରେଜରେ ଖତ ଖାଉଛି ଆମ୍ବୁଲାନ୍ସ, ରୋଗୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ମହାମାରୀରେ ଲୋକଙ୍କୁ ମିଳୁନି ଆମ୍ବୁଲାନ୍ସ ସେଥିପାଇଁ କିଏ ସାଇକେଲରେ ଶବ ବୋହୁଛି ତ ପୁଣି କିଏ କାନ୍ଧରେ ବୋହି ନେଉଛି । ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ନେବା ଆଣିବା ପାଇଁ ଥିବା ଆମ୍ବୁଲାନ୍ସ ଖତ ଖାଉଛି
Read More...

ଜାତୀୟ ରାଜପଥରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକଡାଉନ୍ ଜାରି ହୋଇଛି । ସବୁଆଡେ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ ଜରୁରୀ କାମରେ ଯାଉଥିବା ଲୋକଙ୍କ ସହ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇ ଓ ଚାରି ଚାକିଆ
Read More...

ଦେଓଗାଁ ବ୍ଲକନେ ଆଜି ଫେର ୧୧ଝନ୍ ହେଲେ କରୋନା ଚିହ୍ନଟ : ଗଲା ୫ଦିନେ ୨ଶହ ପାର୍ ହେଲା ନ

ଅସମ୍ଭାଳ ହେଇ ବସଲାନ ସଂକ୍ରମଣ : ରୋକ୍ ଲଗେଇ ପାରବା ତ ପ୍ରଶାସନଦେଓଗାଁ, (ମନୀଷ କୁମାର ସାହୁ) : ଦିନା କେତେ ହେଲା ଦେଓଗାଁ ବ୍ଲକ ଅଞ୍ଚଳନେ କରୋନାର ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖବାର କେ ମିଲୁଛେ । ଗଲା ରବିବାର ଦିନେ ବ୍ଲକନେ ୭୩ଜଣ, ସୋମବାର ଦିନେ ୩୧ ଜଣ, ମଙ୍ଗଳବାର ଦିନେ
Read More...

ପାନୀୟ ଜଳ ଓ ଜଳସେଚନ ପାଇଁ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବ୍ଲକ…

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଦେଇ ପ୍ରବାହିତ ହେଉଥିବା ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଂଜୁର କରିବା
Read More...

ଦେଓଗାଁରେ କାଳ ବୈଶାଖୀ ବର୍ଷାର ପ୍ରଭାବ : ମାତ୍ର ଘଣ୍ଟାଏରେ ଉଜୁଡ଼ି ଗଲା ଶହ ଶହ ଏକର ଡାଳୁଆ ଧାନ, ପନିପରିବା ଚାଷକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ସକାଳ ପ୍ରାୟ ସାଢ଼େ ଆଠଟାରେ ଦେଓଗାଁର ପଶ୍ଚିମ ଉତ୍ତର ଦିଗରୁ ଉଠିଳା ମେଘ । କିଛି ସମୟ ମଧ୍ୟରେ ଆରମ୍ଭ ହେଲା ପବନ ସହ ବର୍ଷା । ଯଦିଓ କିଛି ଦିନ ହେଲା ଖରା ଯୋଗୁଁ ଆଉଟୁ ପାଉଟୁ ଲାଗୁଥିଲା ବର୍ଷା ହେବା ପରେ ଭଲ ଲାଗିବ ବୋଲି ଲୋକଙ୍କ ମନରେ ଖୁସି ଆସୁଥିଲା
Read More...

ଦେଓଗାଁ ବ୍ଳକରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ : ୪ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ ବଦଳରେ ଡାକ୍ତର ସଂଖ୍ୟା ମାତ୍ର ୩,…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ୟ୍ୟାଳୟ ନିକଟରେ ଥିବା ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସର୍ବ ପୁରାତନ । ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ୧୨୬ଟି ଗାଁକୁ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ପହଞ୍ଚାଇବାକୁ ଦେଓଗାଁ ସିଏଚସି ଅଧୀନରେ ଅଛି ୩ଟି ପ୍ରାଥମିକ, ୨ଟି ଆୟୁର୍ବେଦିକ
Read More...

ଦେଓଗାଁ ବ୍ଲକରେ ଉତ୍କଟ ଜଳାଭାବ : ୮୦ ପ୍ରତିଶତ ନଳକୂପରୁ ବାହାରୁ ନାହିଁ ପାଣି, ଯୋଜନା କରି ଖୋଳା ଯାଇଛି ଲୁହା ନଳ,…

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଜଳ ସ୍ତର ନିମ୍ନଗାମୀ ଯୋଗୁଁ ପ୍ରତ୍ୟେକ ଗାଁରେ ପାନୀୟ ଜଳ ସମସ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଶୁଦ୍ଧ ପାନୀୟ ଜଳ ଠିକ ଭାବେ ଯୋଗାଣ ପାଇଁ ସରକାର ପ୍ରତି ପଞ୍ଚ‌ୀୟତକୁ ଦାୟିତ୍ବ ଦେଇଥିବାରୁ
Read More...

ଲଣ୍ଡାପଥର ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବେହେରାପାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଆରସିସିସି ପକ୍ଷରୁ ଏକ ଦିବସୀୟ ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବେହେରାପାଲି ଦଳ
Read More...