Browsing Tag

deogaon news

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ବେଳେ ୨ ଚୋରକୁ ଗାଁ ଲୋକେ ଧରି ଥାନାରେ ଜିମା ଦେଲେ

ଅଟୋର ଉପର ଛାତରେ ବାନ୍ଧି କରୁଥିଲେ ଚୋରା ଚାଲାଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ।…
Read More...

ଧୁବେଇ ମେର୍ଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ କଛାରପାଲିର ଧୁବେଇ ମେର୍ଲ୍ଲୀଙ୍କ ଶନିବାର ସକାଳରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ସଂକୀର୍ତ୍ତନ ଓ ରବୀନ୍ଦ୍ର । ସେ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ଶନିବାର…
Read More...

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ…

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି…
Read More...

ଡୁମ୍ବେରପିଟା ପଞ୍ଚାୟତବାସୀଙ୍କ ଚେତାବନୀ : ପଞ୍ଚାୟତ ଅଫିସ କାର୍ଯ୍ୟକ୍ଷମ ନ ହେଲେ ୧୬ରୁ ଆନ୍ଦୋଳନ ଧମକ

୨ ବର୍ଷ ହେଲା ବ୍ଳକ ପ୍ରଶାସନର ପ୍ରତିଶୃତିକୋଠା ଶେଷ ହେବା ସତ୍ୱେ ଉଦଘାଟନ ହୋଇନି ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ବ୍ଳକର ଆଦିବାସୀ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ଡୁମ୍ବେରପିଟା ପଞ୍ଚାୟତର ଡୁମ୍ବେରପିଟା, ଚିପାକାନି, ସତୀଘାଟ, ପିଲାତିମହୁଲ ଓ…
Read More...

ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଧର୍ମପରାୟଣା ମହିଳା ହେମାଙ୍ଗିନୀ ଦାଶ(୪୮)ଙ୍କ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଗାଁ ମଶାଣିରେ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଲ୍ଲଭ ଚରଣ…
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ଆଶ୍ରମରେ ସହାୟତା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି ଦେଓଗାଁ, ସାଲେପାଲି ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ, ବସ୍ତ୍ର ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ତେବେ ସ୍ୱାର୍ଗତ ବୁଲେଇ ଚରଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଏକାଦଶ ମଧ୍ୟ…
Read More...

ମୁରସିଂ ଗାଁକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ପାଇଁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ପରିଷଦ ସଭ୍ୟ ତଥା ଦେଓଗାଁ ବ୍ଳକ ୧୨ ନମ୍ବର ଜୋନର ସଭ୍ୟ ସୁଶୀଲ ଚାନ୍ଦ ଗତ ୨୦ ତାରିଖ ଦିନ ବଲାଙ୍ଗିର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆରଡବ୍ୟୁଏସଏସଙ୍କୁ କେନ୍ଦ୍ର ସରକାରଙ୍କ ୧୫ ଆର୍ଥିକ କମିଶନ (ଟାଏଡ ଗ୍ରାଣ୍ଡ) ୨୦୨୦/୨୧…
Read More...

ମେଦ ମିର୍ଦ୍ଧାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁର ସ୍ୱର୍ଗତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ଧର୍ମପତ୍ନୀ ମେଦ ମିର୍ଦ୍ଧା(୭୫) ଗତ ରବିବାର ଦିନ ଇହଧାମ ତ୍ୟାଗ କରିଛନ୍ତି । ମେଦଙ୍କ ତିନି ପୁଅ, ତିନି ଝିଅ ଥିଲେ । ହେଲେ ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ, ମଝିଆ ପୁଅ ସହ ବହୁ ଓ ନାତି…
Read More...

ରକ୍ତଦାନ କରି କିଡନୀ ରୋଗୀଙ୍କ ଜୀବନ ବଞ୍ଚାଇଲେ ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭବାନୀପାଟଣା ମେଡିକାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ପଡ଼ିଥିବା ଖବର ପାଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…
Read More...

ବିଜେପିର ୧୨ନଂ ଜୋନ ପକ୍ଷରୁ ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲିରେ ଦେଓଗାଁ ବ୍ଲକ ବିଜେପି ୧୨ନଂ ଜୋନ୍‌ ମଣ୍ଡଳ ସଭାପତି ବାସୁଦେବ ସିଂ ନିନାଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...