Browsing Tag

deogaon news

କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପଞ୍ଚାୟତର କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନ କରି ଗୋ-ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଓମଫେଡର ଜିଏମ ଡ଼ା. ସରୋଜ ସାହୁ ଓ ବିକେଏନର କର୍ମଚାରୀମାନେ
Read More...

କୁତୁର୍ଲା ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ : ନରେଗା ଯୋଜନା ଭଳି ଗାଈ ଚାଷ ମଧ୍ୟ ଦାରିଦ୍ର ଦୂରୀକରଣ…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦେଓଗାଁ ବ୍ଳକ କୁତୁର୍ଲା ସ୍ଥିତ ଶିବ ଶଙ୍କର ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ ସ୍ଥାନୀୟ ସୋନଗଡ଼ ନଦୀକୂଳରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଶିବ ଶଙ୍କର ଦୁଗ୍ଧ ଉତ୍ପଦକ ସମବାୟ ସମିତିର ସଂପାଦକ ସଞ୍ଜିବ ପଧାନ ପରିଚାଳନା
Read More...

ବନ୍ଧପଡା ଓ ଅର୍ଜୁନପୁର ହାଇସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ପୌଷ୍ୟ ସ୍କୁଲ ଗ୍ରହଣ କାର୍ୟ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଦେଓଗାଁ ବ୍ଲକ ଅର୍ନ୍ତଗତ ବନ୍ଧପଡ଼ା ହାଇସ୍କୁଲ ଓ ଅର୍ଜନପୁର ହାଇସ୍କୁଲର ସମସ୍ତ ପ୍ରକାରର ବିକାଶ ପାଇଁ ପୌଷ୍ୟ ସ୍କୁଲଭାବେ ଗ୍ରହଣ କରିଥିବା ବଲାଙ୍ଗୀର ଜିଲ୍ଲା ଶିକ୍ଷା
Read More...

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ଲକ୍ ସଭାଗୃହରେ ଟୀକାକରଣ : ବିଡ଼ିଓ, ତହସିଲଦାର, ପୁଲିସ ବାହିନୀ, ଦମକଳ ବାହିନୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନର ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ଦେଓଗାଁ ବ୍ଲକ ସଭାକକ୍ଷରେ ତହସିଲଦାର ନାରାୟଣ ସାହୁ, ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କ ସହ ସରପଞ୍ଚ, ସମିତି ସଭ୍ୟ,
Read More...

ଜାତୀୟ ରାଜପଥ କଡ଼ର ନିମ୍ବ ଗଛକୁ ପିଟି ଇନୋଭା ଗାଡ଼ି ଦୁର୍ଘଟଣା ହେବା ଘଟଣା : ଡାବୁଗାଁ ଏସବିଆଇ ବ୍ୟାଙ୍କ୍ ମ୍ୟାନେଜର,…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ କଲାହାଣ୍ଡି ପଟରୁ ବଲାଙ୍ଗିର ପଟକୁ ଯାଉଥିବା ଏକ ଇନୋଭା ଗାଡି (ଓଡି୦୨କ୍ବୁ୨୦୭୯) ଭାରସାମ୍ୟ ହରାଇ ଦେଓଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ନିମ୍ନ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ
Read More...

ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କନ୍ଧେଲବାହାଲିକୁ ପ୍ଲାଣ୍ଟିକ୍ ସହାୟତାରେ ୪/୨…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁର ୫ତମ ଠାକୁର ବଡଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ନାଇକେନସିରା ଦଳ କନ୍ଧେନବାହାଲିକୁ ପ୍ଲାଣ୍ଟିକ୍ ସାହାର୍ଯ୍ୟରେ ୪/୨ ଗୋଲରେ ହରାଇଥିଲା । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଯୋଗ
Read More...

ପୁଷ୍ ପୁନି ଦିନ ଛେର୍ ଛେର୍ ଛେର୍ ଛେରା’ ଧ୍ବନିରେ ଫାଟି ପଡ଼ିଲା ଗାଁ ଦାଣ୍ଡ : ଗ୍ରାମାଞ୍ଚଳରେ ଛୁଆଠୁ ବୁଢ଼ା,…

ଦେଓଗାଁ, (ମନୀଷ କୁମାର ସାହୁ) : ଛେର୍ ଛେର୍ ଛେର୍ ଛେରା, ଇ' ଘରର୍ ବୁଢ଼ୀ କାହିଁଗଲା, କୁଁଡ଼ା ଖାଇ ଖାଇ ଛେରେଇ ହେଲା…… ଦିଅ ଗୋ' ମା ଛେର୍ ଛେରା… ବୋଲି ଫାଟିପଡେ ପୁଷପୁନି ଦିନ ଗାଁ ଦାଣ୍ଡ । ସକାଳ ପାହିଲା ମାତ୍ରେ ହାତରେ ବ୍ୟାଗ ଗୋଟେ ଧରି ଛୁଆଠୁ ବୁଢା ପର୍ଯ୍ୟନ୍ତ ଘର ଘର ବୁଲି ଛେର୍
Read More...

ତହସିଲରେ ବାଲିଘାଟ ନିଲାମ ଘଟଣା : ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ବଢୁଛି ଦର, କ୍ଷତି ସହୁଛନ୍ତି ସାଧାରଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅଞ୍ଚଳରେ ବାଲିଘାଟ ନିଲାମ ସମୟରେ ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ସାଧାରଣ ଲୋକେ କ୍ଷତି ସହୁଛନ୍ତି । ଲିଜ୍‌ଧାରୀମାନେ ମଧ୍ୟ ଲିଜ୍ ହାତେଇ ନେବା ପରେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଲକ୍ଷ୍ୟ କରାଯାଇଛି । ପ୍ରକାଶଯୋଗ୍ୟ
Read More...

ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଖେଳ ଶିକ୍ଷକ ପ୍ରଶାନ୍ତ ଥାନାପତିଙ୍କ ଅନୁରୋଧ କ୍ରମେ ଅଧକ୍ଷ ବସନ୍ତ କୁମାର ମନହୀରା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଅଣ
Read More...

ସିଆଲବାହାଲିର ଯୁବଗୋଷ୍ଠୀଙ୍କ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୂର୍ଲା ପଞ୍ଚାୟତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ମିଶି ନିଜ ଗାଁ ରାସ୍ତା, ପୋଖରୀ ସହ ମନ୍ଦିର ଓ ନଳକୂପ ନିକଟରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି । କ୍ଲବର ସଭାପତି ବଡ଼ ମେହେର, ଉପସଭାପତି ପଦ୍ମଲୋଚନ ବାଗଙ୍କ
Read More...