Browsing Tag

deogaon news

ସୋନଗଡ ବ୍ରିଜ ଉପରେ ଜମିଲା ବର୍ଷା ପାଣି : ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସକାଳ ପ୍ରାୟ ୮ଟାରୁ ୯ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ହୋଇଥିବାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ପ୍ରବାହିତ ହୋଇଥିବା ସୋନଗଡ ନଦୀର ଦେଓଗାଁ ବଙ୍ଗଳା ମଧ୍ୟରେ ଥିବା ବ୍ରିଜରେ ପାଣି ଜମି ରହିଥିଲା । ପାଣି ଜମିବାର କାରଣ ହେଲା ବ୍ରିଜ
Read More...

ତହସିଲ ପକ୍ଷରୁ କରୋନା କଟକଣା ଅମାନିଆଁକୁ ଛାଟ : ୨୫ ଦିନ ମଧ୍ୟରେ ୫୭୪ ଜଣଙ୍କ ଠାରୁ ୨,୩୬, ୮ଶହଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୧୨ଟାରୁ ସକାଳ ୬ଟା ଓ ୨୦ ତାରିଖରୁ ଦିନ ୧୧ଟାରୁ ସକାଳ ୭ଟା ସୁଦ୍ଧା ଲକଡାଉନ ଘୋଷଣା କରିଥିଲେ । ହେଲେ ଏହି ନିୟମକୁ ପାଳନ
Read More...

ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ : ସଚେତନତାର ଅଭାବ ଯୋଗୁଁ ଟିକା ନେଉନାହାନ୍ତି ଗ୍ରାମାଞ୍ଚଳର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ରାମଚନ୍ଦ୍ରପୁର ଓ ଅର୍ଜୁନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ହେଲେ ଗ୍ରାମାଞ୍ଚଳରେ ଟିକା ପ୍ରତି ସଚେତନତା ନ ଥିବାରୁ ଲୋକେ ଟୀକା ନେବାକୁ ଭୟବିତ ହେଉଥିବାରୁ ଟୀକାକରଣ
Read More...

କୁଲ୍‌ତା ସମାଜର ଉପରଝର ଏରିଆ ସଂପାଦକ ହଳଧର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ଉପରଝର ଏରିଆ କୁଳତା ସମାଜର ସମ୍ପାଦକ ହଳଧର ସାହୁଙ୍କ(୭୦) ଭୀମଭୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ
Read More...

ଅବସରପ୍ରାପ୍ତ ସୈନିକ ନାରାୟଣ ନାୟକଙ୍କ ପତ୍ନୀ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଗ୍ରାମ ପଞ୍ଚାୟତ ଅଧୀନ ପର୍ଶୁପାଲି ନିବାସୀ ଅବସରପ୍ରାପ୍ତ ସୈନିକ ନାରାୟଣ ନାୟକଙ୍କ ଧର୍ମପତ୍ନୀ ପଙ୍କଜିନୀ ନାୟକଙ୍କ ଆଜି ବଲାଙ୍ଗିର କିମ୍‌ସ୍‌ କୋଭିଡ଼ କେୟାର ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରୁ ୪ଜଣ, ବଡବନ୍ଧ ୨ଜଣ, ଗୌଡଗୋଠ, କୁତୁର୍ଲା ଓ ରାମଚନ୍ଦ୍ରପୁର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି। ଏହିଭଳି ଭାବେ ଆଜି ବ୍ଲକରେ ମୋଟ ୯ଜଣ ଚିହ୍ନଟ ହୋଇଥିବା
Read More...

କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ସାନିଟାଇଟେଜ୍ କଲେ ବିଜୁ ଛାତ୍ର ଜନତା ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଦେଓଗାଁ ବ୍ଲକର କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ଯୁବ ନେତା ଅର୍କେଷ୍ ନାରାୟଣ ସିଂଦେଓଙ୍କର ନିର୍ଦେଶ କ୍ରମେ ସାନିଟାଇଜ଼ କରାଯାଇଥିଲା । ଏହି ସାନିଟାଇଜେସନ୍ ପ୍ରକ୍ରିୟାରେ ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ବ୍ଲକ
Read More...

ଦେଓଗାଁ ବ୍ଲକ : ୨୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ଜରାସିଂହା ୬, ଉପରଝର, ଦେଷଣ୍ଢ ୪ଜଣ ଲେଖାଏଁ, ସାଲେପାଲି ୨, ଦେଓଗାଁ, ଧଣ୍ଡାମାଲ, ମହଲାଇ, କୁତୁର୍ଲା ପଞ୍ଚାୟତରେ ଜଣେ
Read More...

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଢେଇ ବର୍ଷୀୟା କୁନି ଝିଅ ତମନ୍ନାର କରୋନା ସଚେତନତା ବାର୍ତ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ୟୁଟ୍ୟୁବର କ୍ୟୁଟି ତମନ୍ନା ଚେନାଲରେ କିଛି ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏକ କୁନି ଝିଅର ଭିଡିଓ ଏବେ ଫେସବୁକ୍, ଇନଷ୍ଟାଗ୍ରାମ ସହ ହ୍ୱାଟ୍ସଆପ ଜରିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଏହି କୁନି ଝିଅ ଜଣକ ଭିଡ଼ିଓରେ କରୋନା ପ୍ରତି କିଭଳି ସଚେତନ
Read More...

କେନ୍ଦୁପତ୍ର ବିଭାଗର ଅଜବ ନୀତି : ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ କରିବା ପାଇଁ ଚାଲିଛି ଅପଚେ‌ଷ୍ଟା

ବାର୍ଷିକ ୧୦ ବଦଳରେ ୨୦ ଚଟା ନ ଦେଲେ ଯୋଜନାରୁ ବଞ୍ଚିତକମ ଦିନରେ ଶେଷ ହେଉଛି ପତ୍ର ତୋଳାଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଲାଭାଂଶରୁ ଲୋକଙ୍କ ଓ ଅଞ୍ଚଳର ବିକାଶ କରିବାକୁ କେନ୍ଦୁ ଅନୁଦାନ ଆକାରରେ ବ୍ଳକ ଓ
Read More...