Browsing Tag

deogaon news

ବେଆଇନ ଭାବେ ଅପମିଶ୍ରିତ ମଦ କାରବାର ବୃଦ୍ଧି ଯୋଗୁଁ ଦେଓଗାଁରେ ଅବକାରୀ ଥାନା ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୫୩ ବର୍ଷ ହେଲା ଦେଓଗାଁ ବ୍ଳକ ଅନ୍ତର୍ଗତ ଗାଁ ଗୁଡ଼ିକ ତୁଷୁରା ଅବକାରୀ ଥାନା ଅଧିନରେ ରହିଅଛି । ଜାତୀୟ ରାଜପଥ, ଭାଟି ସଂଖ୍ୟା ଅଧିକ ଓ ଅପମିଶ୍ରିତ ମଦ କାରବାର କ୍ରମାଗତ ଭାବେ ବଢ଼ୁଥିବାରୁ ଦେଓଗାଁରେ ଅବକାରୀ ଥାନା ପ୍ରତି‌ଷ୍ଠା ପାଇଁ ବାରମ୍ବାର ଦାବୀ
Read More...

ଦେଓଗାଁ ବ୍ଲକରେ ଆଜି ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଭଳି ଆଜି ମଧ୍ୟ ଦେଓଗାଁ ବ୍ଲକ ୨୬ଟି ପଞ୍ଚାୟତ ମଧ୍ୟରୁ ୨୪ଟି ପଞ୍ଚାୟତରେ ସଂକ୍ରମଣ ଶୂନ୍ୟ ରହିଛି । ଆଜି ବ୍ଲକର ଗୁଡ଼ଖାପଲା ଓ ଦେଷଣ୍ଢ ପଞ୍ଚାୟତରୁ ଜଣେ ଲେଖାଏଁ ଭାବେ ମୋଟ ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଆଜି ସରକାରୀ ରିପୋର୍ଟ
Read More...

ଦେଓଗାଁ ବ୍ଲକ ୨୬ରୁ ୨୪ ପଞ୍ଚାୟତ ସଂକ୍ରମଣ ଶୂନ୍ୟ : ଆଜି ୨ ପଞ୍ଚାୟତରେ ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୨୬ଟି ପଞ୍ଚାୟତ ମଧ୍ୟରୁ ୨୪ଟି ପଞ୍ଚାୟତରେ ଆଜି ସଂକ୍ରମଣ ଶୂନ୍ୟ ରହିଛି । ଶନିବାର ଦିନ ବ୍ଲକର ୨ଟି ପଞ୍ଚାୟତରୁ ମାତ୍ର ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଗୁଡ଼ଖାପଲା ୩ଜଣ ଓ ସାରସମାଲ ପଞ୍ଚାୟତରେ ଜଣେ ଚିହ୍ନଟ
Read More...

କୁଡାସିଂହାରେ ମେଗା ଟୀକାକରଣ : ୧୩୯ଜଣ ନେଲେ କରୋନା ଟିକା

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ମେଗା କରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡ଼ାସିଂହାର ୫୫ ଜଣ, ନୂଆଁପଡ଼ାର ୪୨ଜଣ ଓ ସିରିସ ଗାଁର ୪୨ଜଣ ସର୍ବମୋଟ ୧୩୯ଜଣ ଟୀକା ନେଇଥିବା ଜଣାପଡିଛି ।
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ୨ଜଣ, ଗୁଡ଼ଖାପଲା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମାହେଶ୍ଵରୀ ସଂଗଠନ ପକ୍ଷରୁ କୁଡାସିଂହା ଗାଁରେ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ସ୍ଵେଚ୍ଛାସେବୀମାନେ ଗାଁର ଗରିବ ଅସହାୟ ଲୋକଙ୍କ ଅସୁବିଧା ବାବଦରେ ବୁଝି ଚାଉଳ, ଡାଲି, ଆଳୁ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଦେଇଥିଲେ । ଯେକୌଣସି ପ୍ରକାର ଅସୁବିଧା ହେଲେ ତୁରନ୍ତ ସଂଗଠନ ସହ ଯୋଗାଯୋଗ
Read More...

ଦେଓଗାଁ ବ୍ଲକରେ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆମ୍ବ ଉତ୍ପାଦନ ସୁଗମ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ଓରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଗଙ୍ଗା ଉତ୍ପାଦକ ଦଳ ଚୋରମରା ମାଧ୍ୟମରେ ଜିଲ୍ଲା ସ୍ତରୀୟ ଭ୍ରାମ୍ୟମାଣ 'ଆମ୍ବ ପସରା' ତଥା 'ଆମ ଗାଁର ଆମ୍ବ ପସରା'
Read More...

ଡାଳୁଆ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ : ଜିଳ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗୌଡ଼ଗୋଠ ଗାଁର ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷୟ ଡାଳୁଆ ଧାନ କିଣାରେ ଅହେତୁକ ଅନିୟମିତତା ଦେଖାଯାଇଛି । ଧର୍ମକୁ ଆଖି ଠାର କଲାପରି ସରକାର ଡାଳୁଆ ଧାନ କିଣୁଛନ୍ତି । ଚାଷୀ କିପରି ଭାବେ ଉତ୍ପାଦନ କରିଥିବା ଡାଳୁଆ ଧାନକୁ ଠିକ୍ ଭାବେ ମଣ୍ଡିରେ ବିକ୍ରି କରିବ ସେଥିପ୍ରତି ସରକାର ଧ୍ୟାନ ଦେଉ
Read More...

ଦେଓଗାଁ ବ୍ଲକ କମୁଛି ସଂକ୍ରମଣ : ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କମୁଛି କାରୋନା ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ଦିନ ଦେଓଗାଁ ବ୍ଲକରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଶାଲେପାଲି, କୁତୁର୍ଲା, ଉଡାର ଓ ମୁକୁନ୍ଦପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା
Read More...

ଦେଓଗାଁ ବ୍ଲକରେ ଆଜି ୧୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ପଞ୍ଚାୟତରେ ୯ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...