pakka

ଦେଓଗାଁ ଅଂଚଳରେ ଜୋର୍‌ ଧରିଛି ବେଆଇନ ସଟ୍ଟା ଖେଳ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅଂଚଳରେ ବେଶ୍‌ ଜମୁଛି ସଟ୍ଟା କାରବାର ବୋଲି ସୂଚନା ମିଳୁଛି । କିନ୍ତୁ ଏଭଳି ଏକ ବେଆଇନ ସଟ୍ଟା ଖେଳକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଯେଭଳି ପଦକ୍ଷେପ ନିଆଯିବା କଥା, ତାହା ଦେଓଗାଁ ଅଂଚଳରେ ଦେଖିବାକୁ ମିଳୁନାହିଁ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ସଟ୍ଟା କାରବାର ଯୋଗୁଁ ଲୋକେ ସର୍ବସ୍ୱାନ୍ତ ହେଉଥିବା ବେଳେ ମାଲେମାଲ୍‌ ହେଉଛନ୍ତି ସଟ୍ଟା ଗଦିଦାର୍‌ ବୋଲି ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଜିଲ୍ଲା ପୋଲିସ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

seven − 7 =

error: Content is protected !!