pakka

୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : କଳାହାଣ୍ଡିକୁ ହରାଇ ଫାଇନାଲରେ ଟିଟିଲାଗଡ 

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଆରମ୍ଭ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ କଳାହାଣ୍ଡି ଦଳକୁ ୧-୦ ଗୋଲରେ ଟିଟିଲାଗଡ ଦଳ ହରାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୁତୁର୍ଲା ପଞ୍ଚାୟତ ସରପଞ୍ଚ ବଡ ପଧାନ ଯୋଗ ଦେଇଥିଲେ । ଆଜିର ଖେଳକୁ ଦେବାଶିଷ ବାଗ, ସଞ୍ଜୀବ ମହାରଣା, ସଞ୍ଜନ କୁଦେଇ ପରିଚାଳନା କରିଥିଲେ । 

jay balangir
Leave A Reply

Your email address will not be published.

eighteen − sixteen =

error: Content is protected !!